Yearly Archives

2020

ଡାକ୍ତର ବିଶ୍ୱଜିତ ମଣ୍ଡଳଙ୍କୁ ନେଇଗଲା କରୋନା

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ଜଣେ ଡାକ୍ତରଙ୍କୁ ନେଇଗଲା କରୋନା । ବ୍ରଜରାଜନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଜିତ ମଣ୍ଡଳ(୬୨) ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦଶ ଦିନ ପୂର୍ବରୁ ସେ କୋଭିଡ୍‌ ପୋଜିଟିଭ୍‌ ହେବା ପରେ
Read More...

ଆଜି ବିଶ୍ୱ ଏଡ୍ସ ଦିବସ : ଲୋଇସିଂହାରେ ୧୦ ବର୍ଷରେ ୬୪ ଏଡ୍ସ ରୋଗୀ ଚିହ୍ନଟ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଂଚଳରେ ମହାମାରୀ ଏଡ୍‌ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗ୍ସ ସେବନ, ବିଶୃଙ୍ଖଳିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

କ୍ରେନ୍‌ – ବାଇକ୍ ମୁହାମୁହିଁ ଘଟଣା : ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ, ବୁର୍ଲା ଯିବା ବେଳେ ଜଣେ ଓ ବୁର୍ଲାରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ- ତୁଷୁରା ରାସ୍ତାର ରେଲୱେ ଫାଟକ ଓ ଡଙ୍ଗାପଥର ଗାଁ ମଝିରେ କ୍ରେନ ସହ ସାମ୍ନା ପଟରୁ ଧକ୍କା ହେଲା ବାଇକ । ଯାହାଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତର
Read More...

ସ୍ୱଦେଶୀ ଦିବସ : ରାଜୀବ ଦୀକ୍ଷିତ (ରାଷ୍ଟ୍ରବନ୍ଧୁ)ଙ୍କ ଆବିର୍ଭାବ ଓ ତିରୋଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ରାଜୀବ ଦୀକ୍ଷିତଙ୍କ ଜୟନ୍ତୀ ଅବସରରେ ସନ୍ଦୀପ ବାଗଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ରାଜୀବଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟର୍ପଣ କରିବା ପରେ ରାଜୀବଙ୍କ ବିଚାର ଉପରେ ଏକ ଆଲୋଚନା ହୋଇଥିଲା ।
Read More...

ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ବରେଲିରେ ମାମଲା ରୁଜୁ

ଲଖ୍‌ନୌ : ବରେଲି ଜିଲ୍ଲାର ଦେବର୍ଣ୍ଣିଆ ପୋଲିସ ଷ୍ଟେସନରେ ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ଆଇନ୍ ଅନୁଯାୟୀ ପ୍ରଥମ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦେବର୍ଣ୍ଣିଆ ଅଞ୍ଚଳର ସରିଫନଗର ଗାଁର ଟିକରାମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡ଼ୋଶୀ
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ଭିଡ଼

ଟିଟିଲାଗଡ, (ଗୌରବ ଦର୍ଜୀ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଥିଲେ ଯେ କାର୍ତ୍ତିକ ପୂର୍ଣ୍ଣିମାରେ କେହି ମଧ୍ୟ ପୋଖରୀ କିମ୍ବା ନଦୀକୁ ଯାଇ ବୋଇତ ଭସାଣୀ କରିପାରିବେ ନାହିଁ ଏବଂ ମନ୍ଦିର ଗୁଡିକ ବନ୍ଦ ରହିବ । କିନ୍ତୁ ଟିଟିଲାଗଡରେ ଆଜି ସକାଳୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଷାପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଅନିୟମିତତା ଜଣାପଡିଛି । ଖୁଷାପାଲି ଗ୍ରାମର ରାଜ କୁମାର ବରିହାଙ୍କ ବାପାଙ୍କ ନାମରେ ୨୦୧୯ - ୨୦ ରେ ଏକ
Read More...

ନାବାଳିକା ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ ଗସ୍ତରେ ଟିମ୍‌ ବିଜେପି

ନୟାଗଡ : ବହୁ ଚର୍ଚ୍ଚିତ ନାବାଳିକା ପରୀର ମୃତ୍ୟୁ ମାମଲାକୁ ନେଇ ଆଜି ଯଦୁପର ଠାରେ ପହଚିଂଛି ବିଜେପିର ସ୍ୱତନ୍ତ୍ର ଟିମ୍‌ । ଉଚିତ୍‌ ତଦନ୍ତ କରିବା ପାଇଁ ବିଜେପି ସରକାରଙ୍କ ଠାରେ ଦାବୀ କରିଆସୁଛି । ଏହି ଟିମ୍‌ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ
Read More...

ଗାଁ ନାଳକୁ ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ୫୬ ବୟସର ବ୍ୟକ୍ତି

କେନ୍ଦୁଝର : କାର୍ତ୍ତିକ ପୂଣ୍ଣିମାରେ ପାଖରେ ଥିବା ଗାଁ ନାଳକୁ ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ୫୬ ବୟସର ବ୍ୟକ୍ତି ବୋଲି ଖବର ମିଲିଛି । କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ୍‌ର ଟାଙ୍ଗରପଡା ପଚାଂୟତ ଝାଲିଆପଡା ଗାଁର ଅନ୍ତର୍ଯ୍ୟାମୀ ମହାନ୍ତ(୫୬) କାର୍ତ୍ତିକ ପୂର୍ଣ୍ଣିମାରେ
Read More...

ଟ୍ରେନରେ ନାବାଳିକାକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ

ରାଉରକେଲା : ଟ୍ରେନରେ ଆସୁଥିବା ବେଳେ ନାବଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ପରିବାର ଲୋକେ । ମୁମ୍ବାଇ-ଏଲ୍‌ଟିଟି ଏକ୍ସପ୍ରେସ୍‌ରେ ନାବାଲିକା ତାଙ୍କ ପରିବାରବର୍ଗଙ୍କ ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର କରିଥିଲା ସାଥୀ ଯାତ୍ରୀ ଜଣକ । ଅଭିଯୋଗ ପରେ ରାଉରକେଲା ରେଳବାଇ ପୁଲିସ
Read More...