ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଟାଉନ ଥାନାରେ ଅଭିଯୋଗ
ଯାଜପୁର : ସାମାଜିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଯାଜପୁର ଟାଉନ ଥାନା ଅଧୀନ ସିଧେଶ୍ୱର ଅଞ୍ଚଳର ହେମନ୍ତ ଦୀକ୍ଷିତ ନାମକ ଯୁବକ ବିଭିନ୍ନ ଘଟଣା ସହ ସାମ୍ବାଦିକଙ୍କ କାର୍ୟ୍ୟ!-->…
Read More...
Read More...