ପେଟ୍ରାଲ ପମ୍ପରେ ଡିଜେଲ ଅପମିଶ୍ରଣ ଅଭିଯୋଗ
ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡିଜେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ପେଟ୍ରୋଲ ପମ୍ପର ତେଲର ମାନ ପରୀକ୍ଷଣ ଓ ମାପ ଯାଂଚ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,!-->…
Read More...
Read More...