Daily Archives

ମା’ ଭୈରବୀଙ୍କ ଦାନ ବାକ୍ସରୁ ଚୋରୀ ଉଦ୍ୟମ ବେଳେ ଧରାପଡିଲା ଚୋର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ମା' ଭୈରବୀ ଦେବୀଙ୍କ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦେବୀଙ୍କ ପୀଠରେ ଶାରଦୀୟ ଷୋହଳ ପୁଜା ଚାଲିଛି । ଏ ଅବସରରେ ପୁରୁଣାକଟକ
Read More...

ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଲା ଜମାନତ୍‌ : କିନ୍ତୁ ଏବେ ଜେଲ୍‌ରେ ହିଁ ରହିବେ

ରାଂଚି : ବିହାର ବିଧାନସଭାର ଠିକ୍‌ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଜମାନତ୍‌ ମିଳିଯାଇଛି । ତେବେ ଲାଲୁ ଯାଦବଙ୍କୁ ଏହି ଜମାନତ୍‌ ଚାଇବାସା ଟ୍ରେଜେରୀ ମାମଲାରେ ମିଳିଥିବା ବେଳେ ଏହି ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୫ ବର୍ଷର
Read More...

ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପେକେ ବର୍ତ୍ତିଲେ ଚାଳକ

ବୌଦ୍ଧ, (ବଂଶୀଧର ମାଝୀ): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଆଜି ମଧ୍ୟାହ୍ନରେ ଏକ ମେସିନ୍ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଖଡଗପୁରରୁ ପୁନେ ଅଭିମୁଖେ ଓଡି ୦୫ କ୍ୟୁ ୭୭୪୧ ନମ୍ବର ଗାଡିଟି ଇଟା ତିଆରି
Read More...

ତୁରେକେଲା ବ୍ଲକ ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ଦେହାନ୍ତ : ବ୍ଲକ ଗଠନର ମୁଖ୍ୟ ପୁରୋଧାଙ୍କ ବିୟୋଗରେ ଶୋକାକୁଳ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ୮୬ ବର୍ଷ ବୟସରେ ଗତ ରାତିରେ ଦେହାନ୍ତ ହୋଇଯାଇଛି । ମିଳିଥିବା ପାରିବାରିକ ସୂଚନା ଅନୁଯାୟୀ ଗୁରୁବାର ରାତିରେ ସ୍ବର୍ଗତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରେକେଲା
Read More...

ପୋଲିସ ହାତରେ ଧରାପଡ଼ିଲେ ୫ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ
Read More...

ଆର୍‌ବିଆଇ କହିଲା, ଆସନ୍ତା ବର୍ଷ ୯.୫ ପ୍ରତିଶତ ହ୍ରାସ ହୋଇପାରେ ଜିଡ଼ିପି.

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ ମୁଦ୍ରା ନୀତି ଘୋଷଣା କରିଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ । ଆର୍‌ବିଆଇ ୪ ପ୍ରତିଶତ ରେପୋ ରେଟ୍‌କୁ ସମାନ ରଖିଛି । ରିଜର୍ଭ ରେପୋ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ । ରିଜର୍ଭ ରେପୋ ରେଟ୍‌ ୩.୩୫
Read More...

ପିଓକେ ଜେଲରେ ୯ ବର୍ଷ ହେଲା ବଂଦୀ ହୋଇ ରହିଛନ୍ତି ରାଜନୀତିକ କାର୍ଯ୍ୟକର୍ତ୍ତା : ଗିଲ୍‌ଗିତ-ବାଲ୍‌ଟିସ୍ତାନରେ ବିକ୍ଷୋଭ…

ହୁଂଜା : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଗିଲଗିତ-ବାଲ୍‌ଟିସ୍ତାନ ଅଂଚଳରେ ଗତ ଗୁରବାର ଦିନ ପୁଣି ଥରେ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହୁଂଜା ଅଂଚଳର ହଜାର ହଜାର ଲୋକେ ୨୦୧୧ରୁ ଜେଲ୍‌ରେ ବଂଦୀ ଥିବା ରାଜନୀତିକ କାର୍ଯ୍ୟକର୍ତ୍ତାଙ୍କୁ ଖଲାସ୍‌ କରାଯିବା ଦାବୀ କରିଛନ୍ତି ।
Read More...

ଆମେରିକାରେ ଆକାଶରୁ ବର୍ଷିଲେ ଗଦା ଗଦା ମୃତ ପକ୍ଷୀ : ଜନସାଧାରଣରେ ବିନାଶର ଆଶଙ୍କା

ଫିଲାଡେଲ୍‌ଫିଆ‌ : ଆମେରିକାର ଫିଲାଡେଲ୍‌ଫିଆ ସହରରେ ୭୨ ବର୍ଷ ପରେ ଏଭଳି ଏକ ଆତଙ୍କିତ ଘଟଣା ଦେଖିବାକୁ ମିଳିଛି । ଅଚାନକ୍‌ ଆକାଶରୁ ବର୍ଷା ହେବା ଭଳି ବର୍ଷିଲେ ଗଦା ଗଦା ମୃତ ପକ୍ଷୀ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଆକସ୍ମାତ୍‌ ୧୫ ଶହରୁ ଅଧିକ ପ୍ରବାସୀ ପକ୍ଷୀ ଆକାଶରୁ ଖସି ପଡ଼ିଥିବା
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୯୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୧୨୧
Read More...

ସୁସ୍ଥ ହେଉଛନ୍ତି ବିଶିଷ୍ଟ ସମାଜସେବୀ ଶ୍ରମିକ ନେତା ଲଳିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସ୍ତେ ଆସ୍ତେ ସୁସ୍ଥ ହେଉଛନ୍ତି ବିଶିଷ୍ଟ ସମାଜସେବୀ ଲଳିତ ନାୟକ । ବିଗତ ଦିନରେ ଗୋଡ଼ ଭାଙ୍ଗିଯିବା ପରେ ଚିକିତ୍ସିତ ହେଉଥିବା ବେଳେ ସେ ଅସ୍ଥି କ୍ୟାନ୍‌ସର୍‌ ରୋଗରେ ଆକ୍ରାନ୍ତ ଥିବା ଚିକିତ୍ସକମାନେ ଜାଣି ପାରିଥିଲେ । ତେବେ ପ୍ରଥମ ପାହାଚରେ ରୋଗ ଚିହ୍ନଟ
Read More...