ଥଣ୍ଡା ପାନୀୟ ଜଳ ସେବା ଶ୍ରୀହୀନ : ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ମୁଖ୍ୟ ଛକ ତଥା ଜନଗହଳି ଜାଗାରେ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ମୁଖ୍ୟ ଛକରେ ଜମଲା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ମଧ୍ୟ ଏକ ଥଣ୍ଡା!-->…
Read More...
Read More...