Browsing Tag

saintala news

ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ବାରିକପାଲି ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗମନାଗମନ ପାଇଁ କୋଟି କୋଟି ଟଙ୍କାର ବ୍ୟୟ କରୁଥିବା ଡିମ୍‌ଡିମ ପିଟୁଛନ୍ତି । ହେଲେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ପାଖରେ କାହିଁ କେତେ ଯୋଜନା ଥିଲେ ବି ତାହା ଉପାନ୍ତ ଅଞ୍ଚଳକୁ
Read More...

ଷ୍ଟେଟବ୍ୟାଙ୍କ ଆରସେଟି ଆନୁକୁଲ୍ୟରେ ଛେଳି ପାଳନ ତାଲିମ ଉଦ୍‌ଘାଟିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଳାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ କନ୍ଧକେଲଗାଁ ୟୁଜିବି ଶାଖା ପ୍ରବନ୍ଧକ ମଧୁସୂଦନ ଦାସ ଆସି ତାଲିମାର୍ଥୀ
Read More...

୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ
Read More...

ଫସଲ ବୀମା ଟଙ୍କା ପ୍ରଦାନରେ ଅନିୟମିତତା ନେଇ ଜିଲ୍ଲାପାଳ‌ଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର : ସମସ୍ୟାର ସମାଧାନ…

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ଜଳସେଚନର ବ୍ୟବ‌ସ୍ଥା ନ ଥିବା କାରଣରୁ ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡିର ଶିକାର ହୋଇଥାନ୍ତି ଚାଷୀମାନେ । ତେବେ ୧୯-୨୦ମସିହାରେ ଚାଷୀମାନେ କୃଷି ବୀମା କରିଥିଲେ, ହେଲେ ବୀମାର ତାଙ୍କୁ ଉଚିତ ମୁଲ୍ୟ ମିଳି ନ ଥିବା ବେଳେ ଆଜି ବଲାଙ୍ଗିର
Read More...

ଅସହାୟ ଅବସ୍ଥାରେ ଗୁପ ମଲ୍ଲିକ ପରିବାର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଉପଯୁକ୍ତ ଳୋକଙ୍କୁ ମିଳିପାରୁଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମର ଗୁପ ମଲ୍ଲିକ ଜଣେ
Read More...

କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁମ୍ଭାରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏବଂ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ ମିଳିତ ମଂଚ ଏଏସ୍‌କେଏମ୍‌ଏମ୍‌ ତରଫରୁ ପଂଚାୟତର କ୍ଷତିଗ୍ରସ୍ତ ଜମାକାରୀମାନଙ୍କର ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇ ଯାଇଅଛି ।
Read More...

ସଇଁନ୍ତଲାରେ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟଳୟ ଠାରେ ଗତ ୮ ତାରିଖ ରୁ ୨୨ ତାରିଖ ପର୍ୟ୍ୟନ୍ତ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା କାର୍ୟ୍ୟକ୍ରମ ଚାଲିଛି । ସଇଁନ୍ତଲା ଏମବିକେ ନମିତା ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ସଇଁନ୍ତଲା ଡାକ୍ତରଖାନାରେ ଡାକ୍ତର ଅଭାବ : ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ, ସାଧାରଣରେ ସଜବାଜ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସ୍ଵାସ୍ଥ୍ୟସେବା ଭଳି ଅନେକ ସମସ୍ୟାକୁ ନେଇ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ତାହା ଫେଲ ମାରିଛି ସଇଁନ୍ତଲା ବ୍ଳକରେ । ସୂଚନା ମତେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ୨୨ଟି ପଞ୍ଚାୟତର ଲୋକେ ସ୍ଥାନୀୟ
Read More...

ଭୂତ କୋଠାରେ ପରିଣତ ହେଲାଣି କନ୍ଧକେଲଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ଏଠି ପ୍ରଶ୍ନ ଉଠୁଛି । କିଛି ମାସ ହେବ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ଜନସାଧାରଣ ନାହିଁ ନଥିବା
Read More...

ସଇଁନ୍ତଲା ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ସଇଁତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିବା ସହ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ବ୍ଳକ ପ୍ରଶାସନ ପକ୍ଷରୁ ୨ହଜାର ଟଙ୍କା ଆଥିର୍କ ରାଶି ପ୍ରଦାନ କରୁଛ‌ନ୍ତି । କିନ୍ତୁ ସଇଁନ୍ତଲା
Read More...