Browsing Tag

rayagada news

ଅଟୋ ଚାଳକଙ୍କୁ ଗଳା କାଟି ହତ୍ୟା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ଅଟୋ ଚାଳକ ଜଣଙ୍କୁ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା
Read More...

ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତ ପାଖ ଲାଖପଦର ଅଂଚଳରେ । ମୃତକ ଜଣକ ହେଇଛନ୍ତି ଭୌରା କୁତ୍ରୁକା । ସେ ଖଂବେସି ଗାଁରୁ ସନ୍ଧ୍ୟା ସମୟରେ ନିଜ
Read More...

ଜେକେ କାଗଜ କଳର ପ୍ରତିଷ୍ଠାତାଙ୍କ ୧୪୦ତମ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜ କଳର ପ୍ରତିଷ୍ଠାତା ଲାଲା କମଲାପତ ଜି ସିଂଘାଣିଆଙ୍କ ୧୪୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀ ପରିସରରେ ଥିବା ଲାଲା କମଲାପତ ଜି ସିଂଘାଣିଆଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ
Read More...

ଏକାଠି ହେଲେ ହିନ୍ଦୁ ସମାଜ : ବାଙ୍ଗଳାଦେଶ ବିରୁଦ୍ଧରେ ଉଠିଲା ସ୍ୱର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ହିନ୍ଦୁ ସମାଜ ପକ୍ଷରୁ ରେଳ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା । ଏକାଠି ହେଲେ ହିନ୍ଦୁ ସମୂହ । ବାଙ୍ଗଳାଦେଶରେ ହେଉଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ହିନ୍ଦୁ ସମୂହ ସ୍ୱର ଉତ୍ତୋଳନ କରିଛି ।
Read More...

ଧୁମ୍‌ଧାମ୍‌ରେ ଶୁଭାରମ୍ଭ ହେଲା ଚଇତି – ୨୦୨୪

"ସୌରା ଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମରିଚଗୁଡା ଠାରେ ଚଇତି - ୨୦୨୪ ଶୁଭାରମ୍ଭ ହୋଇଯାଇଛି । ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀମାନଙ୍କର ଭାଷାର ଉତ୍ପତି ସ୍ଥଳ ଓ ମୁଖ୍ୟ
Read More...

ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ଦିନ ବ୍ୟାପି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନଆ ଯକ୍ଷ୍ମା ନିର୍ମୂଳ
Read More...

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଲକ ଅମଲାଭଟା ଗ୍ରାମରେ । ଏ ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ତହସିଲଦାର
Read More...

କରପା ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଧାନ ସେବିକାଙ୍କୁ ନିଲମ୍ବିତ କଲେ ଜିଲ୍ଲା‌ପାଳ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ସରକାରୀ ପ୍ରାଥମିକ ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ରୀ ରଶ୍ମିତା ନାଚିକାଙ୍କ ମୃତ୍ୟୁ ଘଟଣାର ରିପୋର୍ଟ ପାଇ ଜିଲ୍ଲାପାଳ ପାରୁଲ ପଟାୱାରି ସେବାଶ୍ରମର ମୁଖ୍ୟ ସେବିକା ବୈଜନ୍ତୀମାଳା
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ୨୦୨୪ ପାଳନ କରାଯାଇଛି । ମହତ୍ ଉଦ୍ଦେଶ୍ୟ ନେଇ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା
Read More...

କିଲାଣି ଗାଁରେ ପାଣି ଓ ରାସ୍ତା ସମସ୍ୟାକୁ ନେଇ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ଗ୍ରାମ‌ପଞ୍ଚାୟତର କିଲାଣି ଗାଁରେ ପାଣି ସମସ୍ୟା ସହ ଯାତାୟାତ ପାଇଁ ରାସ୍ତା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ପିଡିଏସ୍‌ ସାମଗ୍ରୀ ସହ ବିଭିନ୍ନ ଭତ୍ତା ଆଣିବାକୁ ଯିବା ପାଇଁ ବହୁତ ଅସୁବିଧାର
Read More...