Browsing Tag

pib news

ନୂଆଦିଲ୍ଲୀରେ ଆସାମ ରାଇଫଲ୍ସ ଦ୍ୱାରା ଆୟୋଜିତ ‘ଏକତା ଉତ୍ସବ-ଏକ ସ୍ୱର, ଏକ ରାଷ୍ଟ୍ର “ଉତ୍ସବରେ ମୁଖ୍ୟ…

ମୋଦୀ ସରକାର ପର୍ଯ୍ୟଟନ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଠାରୁ ଆରମ୍ଭ କରି ମହାକାଶ, କୃଷି ଠାରୁ ଆରମ୍ଭ କରି ଉଦ୍ୟମିତା ଏବଂ ବ୍ୟାଙ୍କିଙ୍ଗ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତର-ପୂର୍ବ ପାଇଁ ଅନେକ ବାଟ ଖୋଲିଛନ୍ତିମୋଦୀ ସରକାରଙ୍କ ଅଧୀନରେ…
Read More...

ଏଆଇ ଅବତାର ନିର୍ମାତା : କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ

ନୂଆଦିଲ୍ଲୀ, (ପିଆଇବି) : ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି । ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ । ଏହି ଟେକ୍ନୋଲୋଜି ବିକଶିତ ହେବା…
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩୦ ବର୍ଷର ଏବଂ ତାହା ଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% କଭରେଜ୍ ନିଶ୍ଚିତ…

● ଅଣସଂକ୍ରାମକ ରୋଗ ଯାଂଚ ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି ବ୍ୟାପକ ପ୍ରସାରଣ, ମଲ୍ଟି ଏଜେନ୍ସି ସହଯୋଗ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବାସ୍ତବ ସମୟରେ ତଦାରଖ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି…
Read More...

ସିଟିକ୍ୱେଷ୍ଟ : ଭାରତର ରଙ୍ଗ

ଏକ କାର୍ଡ ଖେଳ ଭାରତର ସହରାଞ୍ଚଳ ବିକାଶକୁ ଜୀବନ୍ତ କରିଥାଏଫେବୃଆରି ୧୫ ସୁଦ୍ଧା ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ…
Read More...

ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବୀରେ ରାଜ୍ୟପାଳଙ୍କୁ ଭେଟି ଦାବି ରଖିଲେ ଅର୍ଜୁନ ମୁର୍ମୁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାରେ ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ…
Read More...

ସରକାରଙ୍କ ଡିଜିଟାଲ ଉପସ୍ଥିତିକୁ ସୁସଂଗତ କରିବା ଲାଗି ଡିଜିଟାଲ ବ୍ରାଣ୍ଡ ପରିଚୟ ମାନୁଆଲ (ଡିବିଆଇଏମ୍‌)ର ଉନ୍ମୋଚନ କଲା…

• ଭାରତର ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ଲାଗି ଆୟୋଜନ କଲା ସିଆଇଓ ସମ୍ମିଳନୀ• ଡିବିଆଇଏମ୍‌ ପ୍ରଧାନମନ୍ତ୍ରୀଙ୍କ ‘‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’’ ଦୃଷ୍ଟିକୋଣ ଅନୁରୂପ, ଯାହା ଭାରତର ଡିଜିଟାଲ କାର୍ଯ୍ୟକଳାପକୁ ଅଧିକ ସୁଲଭ, ସମାବେଶୀ ଏବଂ ନାଗରିକ କୈନ୍ଦ୍ରିକ କରିଥାଏ :…
Read More...

ମନୋରଞ୍ଜନ ସହିତ ନବୋନ୍ମେଷ ଶିକ୍ଷା : ଇନୋଭେଟ୍ ଟୁ ଏଜୁକେଟ୍

ନୂଆଦିଲ୍ଲୀ, (ପିଆଇବି) : ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା । ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ…
Read More...

କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟି ୫ଟି ରାଜ୍ୟ ପାଇଁ…

୨୦୨୪ ମସିହାରେ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ତ୍ରିପୁରାରେ ହୋଇଥିବା ବନ୍ୟା/ଆକସ୍ମିକ ବନ୍ୟା, ଭୂସ୍ଖଳନ ଓ ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏହି ପାଣ୍ଠି ଆବଣ୍ଟନ କରାଯିବଓଡ଼ିଶାକୁ ପାଇବ ୨୫୫.୨୪ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ…
Read More...

ଓ୍ୱେଭ୍ସ ଟ୍ରେଲର ତିଆରି ପ୍ରତିଯୋଗିତା : ସୃଜନଶୀଳତା ଓ ସିନେମାର ମିଳନ

ନୂଆଦିଲ୍ଲୀ, (ପିଆଇବି) : ନେଟଫ୍ଲିକ୍ସର ବିସ୍ତୃତ କଣ୍ଟେଣ୍ଟ ଲାଇବ୍ରେରୀକୁ ବ୍ୟବହାର କରି ଆକର୍ଷଣୀୟ ଟ୍ରେଲର ତିଆରି କରିବା ପାଇଁ ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ରୋମାଞ୍ଚକର ସୁଯୋଗ ସୃଷ୍ଟି କରୁଛି ଟ୍ରେଲର ତିଆରି ପ୍ରତିଯୋଗିତା । ଏହା ବାସ୍ତବରେ ସର୍ଜନାର ଉନ୍ମୋଚନ କରୁଛି…
Read More...

ଉପସାଗରୀୟ ଦେଶ ସହ ସୁଦୃଢ଼ ହେଉଛି ଭାରତର ସହଯୋଗ

• ୟୁଏଇ, ସାଉଦୀ ଆରବ, ଓମାନ, କୁଏତ ପରେ ଏବେ କତର ସହ ପ୍ରତିଷ୍ଠା ହେଲା ଭାରତର ରଣନୀତିକ ଭାଗିଦାରୀ• ଜିସିସି ଦେଶ ସହିତ ଭାରତର ୧୬୨ ବିଲିୟନ ଆମେରିକୀୟ ଡଲାରର ରଣନୀତିକ ସମ୍ପର୍କ ରହିଛି ନୂଆଦିଲ୍ଲୀ, (ପିଆଇବି) : ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ସୁସମ୍ପର୍କ ଅଧିକ ସୁଦୃଢ଼ ହେଉଛି ।…
Read More...