Browsing Tag

pib news

ଯୋଗ ଓ ଐତିହ୍ୟର ମିଳନ : ଏଏସ୍‌ଆଇ ଐତିହ୍ୟସ୍ଥଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ନୂଆଦିଲ୍ଲୀ, (ପିଆଇବି) : ଶନିବାର ଦେଶବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ତତ୍ୱାବଧାନରେ ଥିବା ୮୧ଟି ଐତିହ୍ୟସ୍ଥଳରେ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

ବିହାର ସମୃଦ୍ଧ ହେବ ଏବଂ ଦେଶର ସମୃଦ୍ଧିରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀଗତ ଦଶନ୍ଧିରେ ରେକର୍ଡ ୨୫ କୋଟି ସଂଖ୍ୟକ ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି: ପ୍ରଧାନମନ୍ତ୍ରୀବିହାର ମେଡ୍ ଇନ୍ ଇଣ୍ଡିଆର ଏକ ବଡ଼ କେନ୍ଦ୍ର ହେବ, ଏବେ ମାରହୌରା ଲୋକୋମୋଟିଭ୍ କାରଖାନାର…
Read More...

କର୍ଣ୍ଣାଟକରେ ଆଦିଚୁଞ୍ଚନଗିରି ବିଶ୍ୱବିଦ୍ୟାଳୟ (ଏସିୟୁ) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର…

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦାରିଦ୍ର୍ୟର ସବୁଠାରୁ ବଡ଼ କାରଣ ହେଉଛି ଅସୁସ୍ଥତା ଏବଂ ଚିକିତ୍ସା ଖର୍ଚ୍ଚ, ସରକାର ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ଉଚିତ; , ମୋଦିଜୀ ଯାହା କହିଥିଲେ ପ୍ରଧାନମନ୍ତ୍ରୀ ହେବା ପରେ ତାହା କରିଛନ୍ତି ।ଆଜି ମୋଦୀ ସରକାର ଦେଶର ୬୦ କୋଟି ଲୋକଙ୍କୁ ୫ ଲକ୍ଷ…
Read More...

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

● ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି : ପ୍ରଧାନମନ୍ତ୍ରୀ● ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ● ବିଗତ ବର୍ଷଗୁଡ଼ିକରେ,…
Read More...

ବିଶାଖାପାଟଣାରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

୨୧ ତାରିଖରେ ଯୋଗ ସଙ୍ଗମ ପାଇଁ ପଞ୍ଜୀକୃତ ହୋଇଛି ୧୧ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମଦିଲ୍ଲୀରେ ୧୦୦ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯିବଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ - "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି …
Read More...

ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚର (ଏମଏସିସିଆଇଏ)ର ନବନିର୍ମିତ ମୁଖ୍ୟାଳୟକୁ ଉଦଘାଟନ…

ଦେଶର ଶିଳ୍ପ, ବାଣିଜ୍ୟ, କୃଷି ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି, ସମଗ୍ର ଅର୍ଥବ୍ୟବସ୍ଥା ଆଜି ବିଶ୍ୱସ୍ତରୀୟ ହୋଇଛିମୋଦିଜୀ ଏକ ଟିମ୍ ଇଣ୍ଡିଆର ପରିକଳ୍ପନା କରିଛନ୍ତି, କାରଣ ଭାରତର ବିକାଶ କେବଳ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଦ୍ୱାରା ହାସଲ କରାଯାଇପାରିବ, ଏହି…
Read More...

ବିକଶିତ ଭାରତ ଦିଗରେ ଯାତ୍ରା : ସହଜ ଜୀବନ, ଉନ୍ନତ ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ସରକାରଙ୍କ ଦକ୍ଷ ଏବଂ ନିରପେକ୍ଷ ସେବା ପ୍ରଦାନ ଦ୍ୱାରା ପ୍ରତ୍ୟେକ ନାଗରିକ ସୁଶାସନକୁ ଅନୁଭବ କରିଛନ୍ତି । ସେମାନଙ୍କ ଜୀବନ ସହଜ ହୋଇପାରିଛି । ନାଗରିକ-କୈନ୍ଦ୍ରିକ ନୀତି ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ କରିଛି…
Read More...

ସକ୍ଷମ ବ୍ୟବସାୟ, ସଶକ୍ତ ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ନୀରବ ବିପ୍ଳବ ଦେଇ ଗତି କରିଛି, ଏକ ଲାଲ-ଫିତା ଅର୍ଥନୀତିରୁ ନିବେଶକ ତଥା ଉଦ୍ୟୋଗୀମାନଙ୍କ ପାଇଁ ଏକ ଲାଲ-କାରପେଟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ସରକାର ପୁରୁଣା…
Read More...

ସୁରକ୍ଷା, ଯାତ୍ରୀ ସୁବିଧା ଏବଂ ଏୟାରଲାଇନ୍ସମାନଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଏୟାର ଇଣ୍ଡିଆ ସିଏମ୍‌ଡି; ଚାଳନା ନିରନ୍ତରତା ବଜାୟ ରଖିବା, ସ୍ୱଚ୍ଛ ଯୋଗାଯୋଗକୁ ସମର୍ଥନ କରିବା ଏବଂ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଉପରେ ଆଲୋଚନାସ୍ପାଇସ୍ ଜେଟ୍, ଇଣ୍ଡିଗୋ ଏବଂ ଆକାଶା ସହିତ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା; କେନ୍ଦ୍ର ମନ୍ତ୍ରୀ…
Read More...

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମାନ୍ୟ ପ୍ରଧାନମନ୍ତ୍ରୀ,ଉଭୟ ଦେଶର ପ୍ରତିନିଧିମଣ୍ଡଳୀଗଣମାଧ୍ୟମର ବନ୍ଧୁମାନେନମସ୍କାରଦୋବାର ଦାନ୍ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ୱାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି…
Read More...