Browsing Tag

pib news

କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶିପ୍ରଦାନ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ସମ୍ବଲପୁର ଏବଂ ଦେବଗଡ଼ରେ ସୁଲଭ ମୂଲ୍ୟରେ ଘର, ପିଏମ୍‌ ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କୁ ଋଣ, ଇ- ବସ୍‌ ଚଳାଚଳକୁ ପ୍ରୋତ୍ସାହନ ଓ ବର୍ଜ୍ୟବସ୍ତୁ…
Read More...

ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି

• ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁସ୍ତକଗୁଡ଼ିକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ• କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ କାର୍ଯ୍ୟକ୍ରମରେ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ ସଂକଳିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ

● ହିନ୍ଦୀ ଓ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକରେ ସ୍ଥାନ ପାଇଛି ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ୫୧ଟି ବଛା ବଛା ଅଭିଭାଷଣ● ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ (ଭାଗ-୨)’ ବିକଶିତ ଭାରତ ନିର୍ମାଣ ଲାଗି ଆଲୋକବର୍ତ୍ତିକା ସାଜିବ: ରାଜନାଥ ସିଂ● ‘‘ରାଷ୍ଟ୍ରପତି ମୁର୍ମୁ ଭାରତରେ ମହିଳା…
Read More...

ଛତିଶଗଡ଼ର ନ୍ୟୁ ରାୟପୁରରେ ଆଜି ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୬ ମସିହା ମାର୍ଚ୍ଚ ମାସରେ ଯେତେବେଳେ ଦେଶ ନକ୍ସଲବାଦରୁ ମୁକ୍ତ ହେବ, ସେତେବେଳେ ଏହା ସ୍ୱାଧୀନତା ପରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେବଯେତେବେଳେ ଏକ ନକ୍ସଲ ପ୍ରଭାବିତ ଅଞ୍ଚଳର ପିଲା ବନ୍ଧୁକ ପରିବର୍ତ୍ତେ…
Read More...

ଗଞ୍ଜାମ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

● ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍, ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ● ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଲେ…
Read More...

‘ଆନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କଲେ…

ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ଆଣିଥିବା 'ଯୋଗ' ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଛି ।ଶହ ଶହ ବର୍ଷ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାରେ ଯୋଗ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛିମୋଦୀଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ 'ଯୋଗ" କୁ ସମଗ୍ର…
Read More...

ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଡିଜିପି/ଏଡିଜିପି ଏବଂ…

ଆତ୍ମସମର୍ପଣ ନୀତିର ଫାଇଦା ଉଠାଇ ଅସ୍ତ୍ର ସମର୍ପଣ କରି ମୁଖ୍ୟଧାରାରେ ସାମିଲ ହେବାକୁ ନକ୍ସଲମାନଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରତିବର୍ଷ ବର୍ଷା ଋତୁରେ ବିଶ୍ରାମ ନେଉଥିବା ନକ୍ସଲମାନେ ଚଳିତ ବର୍ଷ…
Read More...

ଭାରତର ଶକ୍ତି କ୍ଷେତ୍ର : ଦୀର୍ଘସ୍ଥାୟୀ ବିକାଶ ଦେଉଛି ବଳ

ନୂଆଦିଲ୍ଲୀ, (ପିଆଇବି) : ଗତ କିଛି ବର୍ଷ ହେଲା ଭାରତ ଏହାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଦେଶ ନିଜର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ଭଳି ଦ୍ୱୈତ ଲକ୍ଷ୍ୟକୁ ସଫଳତାର ସହିତ ସନ୍ତୁଳିତ କରୁଛି ।…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହେଲେ ଇରାନ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନର ପରିସ୍ଥିତି ବିଷୟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ଇରାନ ରାଷ୍ଟ୍ରପତି ପେଜେଶକିୟାନ୍ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉତ୍ତେଜନା ହ୍ରାସ, ଆଲୋଚନା ଓ କୂଟନୀତି ଏବଂ ଶାନ୍ତି, ସୁରକ୍ଷା ଓ…
Read More...

ରାଷ୍ଟ୍ରପତିଙ୍କ ଭାଷଣ ସଂକଳନ ‘‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ-ଭଲ୍ୟୁମ୍-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍-ଖଣ୍ଡ ୨’’କୁ…

● କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ● ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷରେ ସେ ଦେଇଥିବା ଭାଷଣ ଉପରେ ଆଧାରିତ ପୁସ୍ତକଗୁଡ଼ିକ ଭାରତ…
Read More...