Browsing Tag

padampur news

ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୭ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ଘୁଂଚାପାଲିରେ ୧୭ତମ ବାର୍ଷିକ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ନୂତନ ପ୍ରବୀଷ୍ଠ କନ୍ୟା ମାନଙ୍କର ବ୍ରତ ଉପନୟନ ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା ।
Read More...

ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଟାଟା ପାୱାର ଏସ୍‌ଡିଓ ଅଫିସରେ ଲଟେରୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ଟାଟା ପାୱାର ଜେଇ ପ୍ରକାଶ ଚନ୍ଦ୍ର ସିଂ, ସମ୍ମାନିତ ଅତିଥି ଭାବେ ସୁଜୟ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନବିହାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବନବିହାର କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଭଗତପୁର ସ୍ଥିତ ଭୋଇ ସାଗର ଡ଼୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଙ୍କଜ ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ
Read More...

ଏକ ଦିବସୀୟ ପାଚିକା ସହାୟିକା ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଚାଲୁଥିବା ସ୍କୁଲ ମାନଙ୍କର ପାଚିକା ସହାୟିକା ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ତିନୋଟି ସ୍ଥାନରେ ଅନୁଷ୍ଠିତ ଶିବିରରେ ୩୫୦ ଜଣ ପାଚିକା
Read More...

ସର୍ବ ଭାରତୀୟ ବିଂଝାଲ ସମାଜର ରାଜ୍ୟ ସ୍ତରୀୟ ମହିଳା ସଂଘ ଗଠିତ

ବିଂଝାଲ ସମାଜର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଓ ନାରୀ ସମାଜ ପ୍ରତି ଘଟୁଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ଶିକାର ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ରାଜ୍ୟ ମହିଳା ସଂଘ ଗଠିତ ହୋଇଯାଇଛି ।
Read More...

କର୍ମକାଣ୍ଡି ପରିଷଦ ଗଠନ ଓ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ଏକ କର୍ମକାଣ୍ଡି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ସୋହେଲା ତଥା ବିଜେପୁରର ସଦସ୍ୟମାନେ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ
Read More...

ପଲସାନୀରୁ ସାପଲହର ଗାଁକୁ ଯୋଡି ହେଲା ନୂଆଁ ରାସ୍ତା :ସାଂସଦଙ୍କୁ ଧନ୍ୟବାଦ ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଲସାନୀ ଠାରୁ ସାପଲହରକୁ ଯୋଡି ହେବ ନୂଆ ରାସ୍ତା । ସରିଲା ପଂଚାୟତବାସୀଙ୍କ ଦୁଃଖ । ବହୁ ଦିନର ଦାବିକୁ ପୂରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ରାସ୍ତା ପ୍ରକଳ୍ପ ଦ୍ୱାରା ୬ଟି ପଂଚାୟତ ବାସୀ ଉପକୃତ ହେବେ । ଏଥି ଲାଗି ୮ କୋଟି
Read More...

ସନ୍ଥ ଶ୍ରୀ ରଘୁନାଥଜୀ ମହାରାଜାଙ୍କ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ତଥା ସନ୍ଥ ଶ୍ରୀ ରଘୁନାଥ ମହାରାଜାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜିଳି ସଭା ତାଙ୍କର ଜନ୍ମପୀଠ କୁର୍ମା ଗ୍ରାମରେ ଅନୁଷ୍ଠିତ
Read More...

ବିଳାସପୂର୍ଣ୍ଣ ଜୀବନ ଯାପନ ହିଁ ରୋଗର ଅନ୍ୟତମ କାରଣ : ଗୁଞ୍ଜ ମାଝୀ

ବାଘ ସହିତ ଲଢ଼ି ଜୀବନ ବଞ୍ଚାଇଥିଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ମଣିଷ ଯେତେ ଚାକଚକ୍ୟରେ ଦୁନିଆରେ ରହିଲେ ତା'ର ବଞ୍ଚିବାର ବୟସ ଧିରେ ଧିରେ କମିଯାଏ । ହେଲେ ଜଣେ ବଣ ପାହାଡ଼ ପାଦଦେଶରେ ଥିବା ଲୋକେ ଅଧିକ ବର୍ଷ ବଞ୍ଚିବାର ଦୃଷ୍ଟି ଗୋଚର ହୁଏ । ତାର ଚାକଚକ୍ୟ
Read More...

ଶୈବପୀଠ ଦେବଦର୍ହାକୁ ବ୍ରିଜ ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ୧୬ କିଲୋମିଟରରେ ଅବସ୍ଥିତ ଶୈବପୀଠ ଦେବଦର୍ହାକୁ ଲଖମରା ବ୍ରିଜ ଠାରୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସକାଶେ ଆଜି ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମାନ୍ୟବର ସାଂସଦ ବରଗଡ ପ୍ରଦୀପ କୁମାର ପୁରୋହିତଙ୍କୁ ପଦ୍ମପୁର ରାଜବୋଡାସମ୍ବର
Read More...