ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ସଂକଳ୍ପ ପରିବାର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର!-->…
Read More...
Read More...