ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ହଲଦୀମୁଣ୍ଡା ଗ୍ରାମରେ ଗତ ଗୁରୁବାର ଦିନ ଜଣେ ଯୁବକଙ୍କୁ ଠେଙ୍ଗା ଓ ପଥରରେ ପିଟିପିଟି ହତ୍ୟା କରିଥିବା ନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ହଲଦୀମୁଣ୍ଡା ଗ୍ରାମର ଗଗନ ମାଝି ବୋଲି!-->…
Read More...
Read More...