Browsing Tag

news of world

ବାଃ ବାଃ କେମିତି ମଜା : ଆଠଟି ପତ୍ନୀଙ୍କୁ ସମ୍ଭାଳିଛନ୍ତି ଜଣେ ସ୍ୱାମୀ

ଥାଇଲାଣ୍ଡ : ଏକ ମଜାଦାର ଖବର ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ସ୍ତ୍ରୀଙ୍କୁ ସମ୍ଭାଳିବା ଜଣେ ସ୍ୱାମୀଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ଏଠାରେ ଜଣେ ସ୍ୱାମୀ ସମ୍ଭାଳୀଛନ୍ତି ଆଠ ଜଣ ପତ୍ନୀଙ୍କୁ । ଖବରଟି ହେଉଛି ଥାଇଲାଣ୍ଡର । ବ୍ୟକ୍ତି ଜଣକ ହେଉଛନ୍ତି ଅଙ୍ଗ୍‌ ଡାମ୍‌
Read More...

ପାକିସ୍ତାନରେ ରାସ୍ତା କଡ଼ରେ ଘଟିଥିବା ବିସ୍ଫୋରଣରେ ୪ ମୃତ, ୧୦ ଆହତ

ଇସ୍‌ଲାମାବାଦ : ଶୁକ୍ରବାର ଦିନ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ରାସ୍ତା କଡ଼ରେ ବିସ୍ଫୋରଣ ଘଟିଥିଲା । ଏଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏକ ଗାଡିରେ ଥିବା ଲୋକମାନେ ଡେରା ବୁଗ୍‌ତି ଜିଲ୍ଲାର ମତ ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି
Read More...

ଦରବୃଦ୍ଧି ପ୍ରଶ୍ନରେ ବାଇଡେନ କ୍ରୋଧିତ ହୋଇ ସାମ୍ବାଦିକଙ୍କୁ କହିଲେ- ଷ୍ଟୁପିଡ଼୍‌ ସନ୍‌ ଅଫ…

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବହୁତ ଖୁସି ମିଜାଜ୍‌ର ଏବଂ ଶାନ୍ତ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ସୋମବାର ହ୍ୱାଇଟ ହାଉସରେ ଅର୍ଥନୈତିକ ପରାମର୍ଶଦାତା ମାନଙ୍କ ସହିତ ଏକ ସାକ୍ଷାତକାରରେ ବାଇଡେନଙ୍କ ଏକ ଭିନ୍ନ ଚେହେରା ସାମ୍ନାକୁ ଆସିଛି । ବାସ୍ତବରେ ଫକ୍ସ
Read More...

ପରମାଣୁ ଚୁକ୍ତି ପସଂଗରେ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଇରାନ ଇଚ୍ଛା ପ୍ରକାଶ କଲା

ତେହେରାନ : ପରମାଣୁ ଚୁକ୍ତି ସଂପର୍କରେ ଅନ୍ୟ ବିଶ୍ୱ ଶକ୍ତି ସହିତ ଚାଲିଥିବା ଆଲୋଚନାରେ ଇରାନ ସୋମବାର ଆମେରିକା ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି । ସରକାରୀ ସମ୍ବାଦ ଏଜେନ୍ସି 'ଆଇଆର୍‌ଏନ୍‌ଏ' ଏହି ସୂଚନା ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଜାତୁଲ୍ଲା ଅଲି ଖାମେନେଇ
Read More...

ଆଫଗାନିସ୍ତାନ ମହିଳାମାନେ ତଥାପି ତାଲିବାନ ବିରୋଧରେ ସ୍ୱର ଉଠାଇଲେ

କାବୁଲ : ତାଲିବାନ ତାର ଆତଙ୍କରାଜ ଚଳାଇଛି । କୋଡିଏ ବର୍ଷର ହିଂସାତ୍ମକ ସଂଘର୍ଷ ଏବଂ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଜବରଦଖଲ କରିଛି । ଏହା ପରେ ବି ଆଫଗାନିସ୍ତାନର କିଛି ମହିଳା ତାଲିବାନ ଆତଙ୍କରେ ଭୟଭୀତ ନହୋଇ ସ୍ୱର ଉତ୍ତୋଳନ
Read More...

ଆତଙ୍କବାଦୀ ଆକ୍ରମଣରେ ଚୀନ୍‌ର ୩୬ ଜଣ ପୀଡିତଙ୍କୁ ପାକିସ୍ତାନ ୧.୧୬ କୋଟି ଡଲାର୍ ସହାୟତା ପ୍ରଦାନ କରିବ

ଇସ୍‌ଲାମାବାଦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଚୀନ୍‌ର ବନ୍ଧୁତା ଅତ୍ୟନ୍ତ ଗାଢ଼ ଦେଖାଯାଉଛି । ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ସାଧାରଣ ନାଗରିକଙ୍କ ପାଇଁ ଚୀନ୍ ପାକିସ୍ତାନରୁ ବ୍ୟାପକ ସହାୟତା ସଂଗ୍ରହ କରିଛି । ଖବର ଅନୁଯାୟୀ, ଏକ ପ୍ରମୁଖ ଜଳ ବିଦ୍ୟୁତ୍
Read More...

ଆମେରିକା-କାନାଡା ସୀମାରେ ଚାରିଜଣ ଭାରତୀୟଙ୍କ ମୃତ୍ୟୁ : ଭାରତୀୟ ଦୂତମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଲେ…

ନ୍ୟୁୟର୍କ : ଆମେରିକା-କାନାଡା ସୀମାରେ ୪ ଜଣ ଭାରତୀୟ ନାଗରିକଙ୍କ ପରିବାର ଶୀତରେ ମୃତ୍ୟୁବରଣ କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ଆମେରିକା ଏବଂ କାନାଡାର ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ନିର୍ଦ୍ଦେଶ
Read More...

ୟୁପି ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଉପହାର : କୃଷକମାନଙ୍କ ପାଇଁ ବିଦ୍ୟୁତ୍ ବିଲରେ ୫୦% ରିହାତି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମାଗଣା ବିଦ୍ୟୁତ୍ ସମ୍ବନ୍ଧରେ ବିରୋଧୀ ଦଳର ପ୍ରତିଶ୍ରୁତି ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ଚାଷୀଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ଦଳ ବିଦ୍ୟୁତ୍ ସମ୍ବନ୍ଧରେ ଲୋକଙ୍କୁ ବଡ଼ ପ୍ରତିଶୃତି ଦେଇଛନ୍ତି ।
Read More...

ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଲା ଚୀନ୍ : ଦକ୍ଷିଣ ଚୀନ୍ ସାଗର ଉପରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଏବଂ ଆମେରିକା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାର କାରଣ ହେଉଛି ଦକ୍ଷିଣ ଚୀନ୍ ସାଗର । ଚୀନ୍ କହିଛି ଯେ, ଏହାର ବାହିନୀ ଦକ୍ଷିଣ ଚୀନ୍ ସାଗରରୁ ଆମେରିକୀୟ ଗାଇଡ୍ ମିସାଇଲ୍ ବିନାଶକ ଉପରେ ନଜର ରଖିଛି ଏବଂ ଚେତାବନୀ ଦେଇଛି । ଏହି ଧାରାରେ ଚୀନ୍ ଯୁଦ୍ଧ ଜାହାଜ ଏବଂ
Read More...

କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାପରେ ଚାଇନାରେ ଆତଙ୍କ : କରୋନା କଟକଣା କଡାକଡ଼ି

ବେଜିଂ : ବେଜିଂ ତଥା ଦେଶର ଅନ୍ୟାନ୍ୟ ଅଂଚଳରେ ଏହି ମହାମାରୀକୁ ରୋକିବା ପାଇଁ ଚୀନ୍‌ ଶୁକ୍ରବାର ଦିନ ଆହୁରି କଡାକଡି କରିଛି କଟକଣା । ଦେଶରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ବିଭିନ୍ନ ସ୍ଥାନରୁ ଅଧିକ ସଂକ୍ରମଣ ହେବାର ଖବର ଆସୁଛି । ଆନ୍ତର୍ଜାତୀୟ
Read More...