Browsing Tag

Newdelhi news

ଦିଲ୍ଲୀ ବାୟୁ ପ୍ରଦୂଷଣ : ୨୧ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୱାର୍କ ଫ୍ରମ୍‌ ହୋମ୍‌, ପରବର୍ତ୍ତୀ…

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବେ ନାହିଁ ଏବଂ ସମସ୍ତ କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତୀତ ନଭେମ୍ବର ୨୧ ପର୍ୟ୍ୟନ୍ତ ରାଜଧାନୀ
Read More...

ଜାକିର ନାଇକଙ୍କ ‘ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ’ ଉପରେ କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ପ୍ରତିବନ୍ଧକ…

ନୂଆଦିଲ୍ଲୀ : ଇସଲାମିକ୍ ପ୍ରଚାରକ ଜାକିର ନାଇକଙ୍କ ନେତୃତ୍ୱରେ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସୋମବାର କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ବଢ଼ାଇ ଦେଇଛନ୍ତି । ନାଇକ ବର୍ତ୍ତମାନ ମାଲେସିଆରେ ରୁହନ୍ତି । ଆଇଆରଏଫକୁ ପ୍ରଥମେ ୧୭ ନଭେମ୍ବର ୨୦୧୬
Read More...

ବ୍ରିଟିଶ ସମୟରୁ ଚାଲି ଆସୁଥିବା ପୋଷ୍ଟ ମୋର୍ଟମ ନିୟମ ସମାପ୍ତ : ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ : ପୋଷ୍ଟ ମୋର୍ଟମ ପାଇଁ ବ୍ରିଟିଶ ସମୟରୁ ଦେଶରେ ଚାଲି ଆସୁଥିବା ନିୟମ ବର୍ତ୍ତମାନ ତୁରନ୍ତ ସରକାରଙ୍କ ଦ୍ୱାରା ରଦ୍ଦ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ ନିୟମ ଥିଲା ଯେ, ସୂର୍ଯ୍ୟାସ୍ତ ପରେ ପୋଷ୍ଟ ମର୍ଟମ କରାଯିବ ନାହିଁ । କିନ୍ତୁ ବର୍ତ୍ତମାନ ସରକାର ଏକ ନୂତନ ଆଦେଶ
Read More...

ଦିଲ୍ଲୀର ବାୟୁ ଏବେ ଅତ୍ୟନ୍ତ ବିପଜ୍ଜନକ : ଏକ୍ୟୁଆଇ ସ୍ତର ୪୬୬, ଡାକ୍ତରଖାନାରେ ଓପିଡ଼ି ରୋଗୀ ୨୫% ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁରେ ପ୍ରଦୂଷଣର ସ୍ତର ଆଜି ବି ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ଆଜିର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୬୬ ରେକର୍ଡ କରାଯାଇଛି । ଗତକାଲିର ୪୮୬ ତୁଳନାରେ ଏଥିରେ ସାମାନ୍ୟ ଉନ୍ନତି ଘଟିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ଅତ୍ୟନ୍ତ ବିପଜ୍ଜନକ
Read More...

ଛଟ୍‌ ପର୍ବ ସମଗ୍ର ଦେଶରେ ଉତ୍ସାହର ସହିତ ପାଳିତ

ନୂଆଦିଲ୍ଲୀ : ଛଟ୍‌ ପୂଜା ପର୍ବ ସାରା ଦେଶରେ ଉତ୍ସାହ ସହିତ ପାଳନ କରାଯାଇଛି । ଆଜିର ଦିନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଏହି ମହାନ ପର୍ବ ସମାପ୍ତ ହୋଇଛି । ସେଥିପାଇଁ ଦେଶର ବିଭିନ୍ନ ସହରରେ ଭକ୍ତମାନେ ସକାଳୁ ଘାଟ ଏବଂ କୃତ୍ରିମ ହ୍ରଦରେ ଏକାଠି ହୋଇଥିଲେ । ଛଟ୍‌ ପର୍ବ
Read More...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା

ନୂଆଦିଲ୍ଲୀ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏଥର ୨୯ ଜଣ ମହିଳା
Read More...

ପ୍ରତିବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୀମାରେ ଦୀପାବଳି : ଜାମ୍ମୁ କାଶ୍ମୀରର ସୈନିକମାନଙ୍କ ସହ ଖୁସି…

ନୂଆଦିଲ୍ଲୀ : ଆଜି ଦୀପାବଳି ଏବଂ ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସାହସୀ ସୈନିକମାନଙ୍କ ସହ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୀମା ରକ୍ଷା କରନ୍ତି, ସେମାନଙ୍କ ସହ ଖୁସି ବାଂଟିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ
Read More...

ହିମାଚଳ ପ୍ରଦେଶ ବିଜୟରେ ଉତ୍ସାହିତ କଂଗ୍ରେସ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ବିଜେପିକୁ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଉପନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟିର ପରାଜୟ ପରେ କଂଗ୍ରେସ ଦଳ ଉତ୍ସାହିତ ହୋଇ ଦରବୃଦ୍ଧି ପ୍ରସଙ୍ଗକୁ ଜୋରରେ ଉଠାଇବା ଆରମ୍ଭ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଦାୟିତ୍ୱ ଗ୍ରହଣ ଉତ୍ସବରେ
Read More...

ଖେଳରତ୍ନ ପାଇବେ ପ୍ରମୋଦ ଭଗତ

ନୂଆଦିଲ୍ଲୀ : ଟୋକିଓ ପାରାଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ପ୍ରମୋଦ ଭଗତ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ । ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡ଼ିଆ । ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଥିଲା ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ
Read More...

ଅଷ୍ଟାଦଶ ଭାରତ-ଆସିଆନ୍ ଶିଖର ସମ୍ମିଳନୀର ସହଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍‌ର ବର୍ତ୍ତମାନ ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ୍‌ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଶିଖର ସମ୍ମିଳନୀ ଭର୍‌ଚୁଆଲ ମାଧ୍ୟମରେ ଆୟୋଜିତ
Read More...