Browsing Tag

malkangiri news

ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ, ହେଲେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି : ଅଧାରେ ରହିଲା ମାଟ୍ରିକ ପରୀକ୍ଷା । ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ ହେଲେ ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ଘଟଣାସ୍ଥଳରେ ଜଣେ
Read More...

ବିସ୍ଫୋରଣରେ ଡିଆର୍‌ଜି ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନାରାୟଣପୁର
Read More...

ଜଙ୍ଗଲରୁ ଦୁଇ ନିଖୋଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ମାଲକାନଗିରି : ଦୁଇ ନିଖୋଜ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଦୁଇ ଜଣ ହେଲେ ୭୨ଗ୍ରାମର ଜ୍ୟୋତି ହାଲଦାର (୧୨) ଓ ଏମଭି ୧୨୬ ଗ୍ରାମର ମନ୍ଦିରା ସୋଡି (୧୩) ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମ
Read More...

ସହିଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା

ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ନିକଟସ୍ଥ ଅବୁଝମାଡରେ ନକ୍ସଲ ଦମନର ପ୍ରତିଶୋଧ ନେବାକୁ ଯାଇ ଗତ ୬ ତାରିଖ ଅପରାହ୍ନରେ ଛତିଶଗଡ଼ ସୀମାନ୍ତ କାମ୍ବେଲି ଗ୍ରାମରେ ନକ୍ସଲମାନେ ଲ୍ୟାଣ୍ଡ ମାଇନ ବିଛାଇ ଦୁର୍ଘଟଣା ଘଟାଇଥିଲେ, ଯାହାର ଫଳ ସ୍ୱରୂପ ୮ ଜଣ ଯବାନ ନିହତ ହେବା ସହିତ ୮ ଜଣ
Read More...

ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ

ମାଲକାନଗିରି : ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ଝରଣାକୁ ୧୩ ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ
Read More...

କଇଁଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୪ ଗିରଫ

ମାଲକାନଗିରି : ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଜବତ କଲା ମାଲକାନଗିରି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବନ
Read More...

ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପ୍‌ରେସନ୍‌ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପ୍‌ରେସନ୍‌ ବେଳେ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ
Read More...

ଲଗାଣ ବର୍ଷାରେ ବୁଡ଼ିଲା ପୋଲ : ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି : ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ । ଯାତାୟାତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ପୋଲ
Read More...

ଗୁଳିବିନିମୟରେ ୩ ମହିଳା ନକ୍ସଲ ମୃତ

ମାଲକାଗିରି : ମାଲକାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ସୁରକ୍ଷାବାହିନୀ ଗୁଳିରେ ୩ ମହିଳା ନକ୍ସଲ ମୃତ । ମୃତ ମହିଳା ନକ୍ସଲମାନେ ହେଲେ ଶାନ୍ତି, ଲକ୍ଷ୍ମୀ ଓ ସବିତା । ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି । ଖବର ମୁତାବକ,
Read More...

ମାଓବାଦୀଙ୍କ ବର୍ବରକାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା

ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଛନ୍ତି । ମୃତ ଛାତ୍ର ଜଣଙ୍କ ସୋୟାମ
Read More...