କୋର୍ଟ ଚାଲାଣ ହେଲେ ଦୁଇ କାଠ ମାଫିଆ
ଲୋଇସିଂହା, (କେପିଏନ୍ଏସ୍) : ବେଆଇନ ଭାବେ ଜଙ୍ଗଲୀ କାଠର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଲୋଇସିଂହା ବନ ବିଭାଗ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମତେ, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଫଲସାମାଲ-ଡୁମେରଝରନ ରାସ୍ତାରେ ମହଦାସୁନି!-->…
Read More...
Read More...