Browsing Tag

deogon news

ଦେଓଗାଁ ସାହୁପଡ଼ାରେ ୧୦ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ କାର୍ଯ୍ୟାଳୟରେ ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦଶମ ବର୍ଷରେ ପୂଜା ପଦାର୍ପଣ କରୁଥିବାରୁ ଏଥିପାଇଁ ଏକ ପରିଚାଳନା କମିଟି ଗଠିତ
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ବୁଧବାର ଶ୍ରୀ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଏବେ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ।
Read More...

୨ ମାସ ହେଲା ଦେଓଗାଁ ପଞ୍ଚାୟତ ଜିଆର୍‌ଏସ୍‌ ଶୂନ୍ୟ : କାମ ନ ପାଇ ହଟହଟା ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସ ହେଲା ଦେଓଗାଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଶୂନ୍ୟ ହୋଇପଡ଼ିଛି । ଯାହା ଫଳରେ ପ୍ରତିଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଲିଥିବା ମାହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକମାନେ କାମ ନ ପାଇ ହଟହଟା ହେଉଥିବା
Read More...

ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ତରଫରୁ ଶୁକ୍ରବାର ଦିନ ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚ ଯଶୋବନ୍ତି ନାଏକ୍, ହେମନ୍ତ ବିଭାର, ନାଏକ ସରପଞ୍ଚ ସୌମିତ୍ରି ପଧାନ, ୱାର୍ଡ ମେମ୍ବର ରମେଶ ମହାପାତ୍ର, ଧନମାଲି ଭୋଇ, ସାଭେ ସାହୁ, କୁମଦିନି
Read More...

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା : ବହୁଦିନ ପ୍ରତୀକ୍ଷା ପରେ…

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ରବିବାର ସକାଳ ୧୦ଟା ସମୟରେ ଗାଈବାହାଲ ପଞ୍ଚାୟତ ପରିସରରେ ଥିବା ମିଶନ ଶକ୍ତିର ସଭାଗୃହକୁ ଆନୁ‌ଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କର୍ଯ୍ୟକ୍ରମରେ ସରପଞ୍ଚ କଳ୍ୟାଣୀ
Read More...