Browsing Tag

bramhapur news

ମା’ ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳା ଆରମ୍ଭ

ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ । ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵବନ୍ଦନୀୟା ମା' ତାରାତାରିଣୀଙ୍କ ଚୈତ୍ରପର୍ବ-ମେଳା ଆରମ୍ଭ ହୋଇଛି । ପ୍ରଥମ ପାଳିରେ ଦେବୀ ମହାକାଳୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଭକ୍ତଜନ ଦେବୀଙ୍କ ଲୋଭନୀୟ
Read More...

ନୂଆଦିଲ୍ଲୀସ୍ଥ ପାର୍ଲିଆମେଣ୍ଟ ଭବନ ସମ୍ମୁଖରେ ଆନ୍ଦୋଳନ ପାଇଁ ନିଖିଳ ଓଡିଶା କର୍ମୀ ମହାସଂଘର ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ନିଖିଳ ଓଡିଶା କର୍ମୀ ସଂଘର ୭ମ ରାଜ୍ୟ ସମ୍ମିଳନୀ ଗତ ୭ ଓ ୮ ତାରିଖ ଦୁଇ ଦିନଧରି ସମାହିତ ହୋଇଯାଇଛି । ଯାହାକି ରବିବାର ଅପରାହ୍ନରେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ଅଶୋକ
Read More...

ୟୁରୋ ସ୍କୁଲର ୭ମ ବାର୍ଷିକୋତ୍ସବ “ଆରୋହଣ” ଖୁବ୍ ଚିତ୍ତାକର୍ଷକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ୭ମ ବାର୍ଷିକୋତ୍ସବ "ଆରୋହଣ" କାର୍ଯ୍ୟକ୍ରମ ଖୁବ୍ ଚିତ୍ତାକର୍ଷକ ଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟାଭିନୟ, ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ରବିବାର "ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି'' ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ଏଇ ପଦଯାତ୍ରା ଛତ୍ରପୁର ସ୍ପୋର୍ଟ୍ସ ଷ୍ଟାଡ଼ିୟମରୁ ବାହାରି ସହରବାସୀଙ୍କୁ
Read More...

ରୋଟାରୀ କ୍ଲବ-ଇଷ୍ଟ ଓ ଇନର ହ୍ଵିଲ କ୍ଲବର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଓ ଇନର ହ୍ୱୀଲ୍ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ମହିଳା ଦିବସ ପାଳନ କରାଯାଇଛି । ରୋଟାରୀ ଇଷ୍ଟର ସଭାପତି ଡଃ.
Read More...

ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଭାବେ ବ୍ରହ୍ମପୁର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବକୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚରୁ ଅପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଆୟୋଜିତ ହେବ । ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆଠାରେ ଆୟୋଜିତ
Read More...

ବ୍ରହ୍ମପୁର, ଗଞ୍ଜାମ ଓକିଲ ସଂଘ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓକିଲ ସଂଘ (ବ୍ରହ୍ମପୁର) ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଚଳିତ ବର୍ଷ ଓକିଲ ସଂଘ ନିର୍ବାଚନ ପାଇଁ ସମ୍ପାଦକ ପଦବୀ ନିମନ୍ତେ ଜଗନ୍ନାଥ ମିଶ୍ର ନିଜର ଶତାଧିକ ସମର୍ଥକମାନଙ୍କ ସହ ଯାଇ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର
Read More...

ଛତ୍ରପୁର ସହରରେ ସ୍ଥାପିତ ନୂତନ ସାଇବର ଥାନାର ନାମ ଫଳକ ମାର୍ଜିତ କରାଯିବାକୁ ଦାବି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ନୂତନ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଜିଲ୍ଲା ସେଲ୍ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ପୋଲିସ ଷ୍ଟେସନର ନାମ ଫଳକରେ କେବଳ ଗଞ୍ଜାମ ଲେଖାଯାଇଛି । ଏହାରି ଆକ୍ଷରୀକ ଅର୍ଥ
Read More...

ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତରାଖଣ୍ଡର ମସୌରୀରେ ଅବସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀରାମ ତାରଣିକାନ୍ତି ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ
Read More...

ଗଞ୍ଜାମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଦିଶା କମିଟିର ଅଧ୍ୟକ୍ଷା ତଥା ଆସିକା ସାଂସଦ ଅନୀତା ଶୁଭଦର୍ଶନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଡ଼ଃ
Read More...