Browsing Tag

bramhapur news

ଖଲ୍ଲିକୋଟ ଅବଦୁଲ କାଲାମ ଜନକଲ୍ୟାଣ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ନଗରୀରେ ପ୍ରତିଷ୍ଠିତ ଡ଼ଃ. ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ରବିବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଖଲ୍ଲିକୋଟ ସହରରେ ଥିବା ଜିଲ୍ଲା ଶିକ୍ଷା ଓ
Read More...

ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ କାମ କରୁଥିବା ଓକେସିଏଲ ପକ୍ଷରୁ ଦିଆଯାଉଥିବା କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶନିବାର ଦିନ
Read More...

ଛତ୍ରପୁର ଠାକୁରାଣୀ ଯାତ୍ରା କମିଟି ମ୍ୟାନେଜର ସି.ଏଚ୍‌. ଦୟାନନ୍ଦ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଦ୍ଵିି-ବାର୍ଷିକୀ ପ୍ରସିଦ୍ଧ ଛତ୍ରପୁର ଠାକୁରାଣୀ ଯାତ୍ରା ଆୟୋଜିତ ହେବ । ଏନେଇ ବିଧିବଦ୍ଧ ଭାବେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରର ମା' ରାମାୟଣା ମା' ମନ୍ଦିର ପରିଚାଳନା କମିଟିର ସଭାପତିଙ୍କ ସଭାପତିତ୍ୱରେ ଠାକୁରାଣୀ ଯାତ୍ରା କମିଟି
Read More...

ଯୁବକ ହତ୍ୟା ଘଟଣାରେ ତିନି ଗିରଫ

ଅସ୍ତ୍ରଶସ୍ତ୍ର ସହ ୩ଟି ମୋବାଇଲ ସେଟ୍ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଅଞ୍ଚଳରେ ଚାଞ୍ଚଲ୍ୟ ସହ ହଇଚଇ ସୃଷ୍ଟି କରିଥିବା ଗତ ଶୁକ୍ରବାର ଜଣାପଡ଼ିଥିବା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ତିନି ଜଣ ଯୁବକ ଧରାପଡିଛନ୍ତି ସେମାନଙ୍କୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ସାମାଜିକ ନ୍ୟାୟ ଦିବସ-୨୦୨୬ ପରିପ୍ରେକ୍ଷୀର ଗଞ୍ଜାମ ଜିଲ୍ଲାରେ ଫେବୃଆରୀ ମାସ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ଉଦଯାପନ ଦିବସ ଜିଲ୍ଲା ପରିଷଦ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ୱି କିର୍ତ୍ତୀ ୱାସନଙ୍କ
Read More...

ଆଇ.ଆର୍.ଇ.ଏଲ ସୌଜନ୍ୟରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅଧିନସ୍ଥ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ୧୫ ଲକ୍ଷ ଟଙ୍କାର ଆମ୍ବୁଲାନ୍ସ ପ୍ରଦାନ ହୋଇଛି । ଭାରତୀୟ ବିରଳ ଆଇ.ଆର୍.ଇ.ଏଲ.(ଇଣ୍ଡିଆ) ସୌଜନ୍ୟରେ ଏହି ଆମ୍ବୁଲାନ୍ସ ପ୍ରଦାନ ହୋଇଥିବା ବେଳେ
Read More...

ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ଛତ୍ରପୁର ସହରରେ ଉତ୍ତେଜନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ସହର ତଥା ଛତ୍ରପୁର ଥାନା ଅଧୀନସ୍ଥ ରିକାପଲ୍ଲୀ ଗେଟବନ୍ଧ ନିକଟ ଚିକେନ୍‌ କାଉଣ୍ଟର ମାର୍କେଟ ଅସ୍ଥାୟୀ କମ୍ପ୍ଲେକ୍ସ ପଛପଟେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା
Read More...

ଛତ୍ରପୁର ସହରକୁ ବୃହତ୍ତର ମ୍ୟୁନିସିପାଲଟୀ ରୂପେ ଗଠନ ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ବୃହତ୍ତର ମ୍ୟୁନିସିପାଲଟୀ ରୂପେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଛତ୍ରପୁରବାସୀ ତଥା
Read More...

ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରାକ-ପ୍ରସ୍ତୁତି କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କ୍ରମେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିଲିକ୍ଷିତ ହେବାର ଆଶଙ୍କା ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରତି ଅଂଶୁଘାତ ଜନିତ ବିପଦ ସୃଷ୍ଟି ହେବାର ସମ୍ଭାବନା
Read More...

ମା’ ତାରାତାରିଣୀଙ୍କ ଚୈତ୍ର ପର୍ବମେଳା ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା' ତାରାତାରିଣୀଙ୍କ ଚୈତ୍ରପର୍ବ ମେଳା ସୁରୁଖୁରୁରେ ସମାହିତ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ
Read More...