Browsing Tag

borigumma news

ସିରିଜ୍ ଦୁର୍ଘଟଣାରେ ୩ ମୃତ

ବୋରିଗୁମା : ବୋରିଗୁମ୍ମା ବିଜାପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଛତିଶଗଡ଼ ଜଗଡଲପୁରରୁ ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଆସୁଥିଲା । ଆରପଟରୁ ଏକ ବାଇକ, ଟ୍ରାକ୍ଟର ଓ ଅଟୋ ଯାଉଥିଲା । ସ୍କର୍ପିଓ ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ ଏବଂ ଅଟୋକୁ ଧକ୍କା ଦେଇ ଏକ
Read More...