Browsing Tag

agalpur news

ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ ସାନଟିକା ଗ୍ରାମରେ ଥିବା ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ପରାୟଣ ପଠନ ଓ ରାତ୍ରୀରେ କଂସ ଦରବାର ଦଣ୍ଡ ଯାତ୍ରା ଦଳ ଭଳି ସାଂସ୍କୃତିକ
Read More...

ରୋତ ମହାବିଦ୍ୟାଳୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ମହବିଦ୍ୟାଳୟର ମୂଳ ଅଧ୍ୟକ୍ଷ, ପ୍ରାଧ୍ୟାପକ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ, ପ୍ରାଧ୍ୟାପକ ଧନଞ୍ଜୟ
Read More...

ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ନେଇ ବିଭାଗୀୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଗତ ୨୦୨୨ ମସିହାରୁ ପୋଲିସ ହାଉସିଂ ବୋର୍ଡ ତରଫରୁ ନୂତନ କ୍ୱାର୍ଟରମାନ ପାଇଁ ଅନୁମୋଦନ ହୋଇଥିବା ବେଳେ ୨
Read More...

ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ରାମନବମୀ ଉତ୍ସବ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ମାର୍ଚ୍ଚ ୩୦ ତାରିଖ ପବିତ୍ର ରାମନବମୀ ଦିନଠାରୁ ୭/୪/୨୦୨୩ ତାରିଖ ୯ ଦିନ ପର୍ଯ୍ୟନ୍ତ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଯଜ୍ଞକତ୍‌ର୍ତ୍ତା ଭାବେ ଗ୍ରାମର ସରପଂଚ ଓ ପୂର୍ବତନ ସମିତି
Read More...

କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପାଲିଠାରେ ସ୍ୱପ୍ନେଶ୍ୱରବାବା ଓ ପଂଚୁ ସେବା ସଦନ ତରଫରୁ ଏକ ବିରାଟ କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ କଳାକାରମାନେ ଏକ ମସାଲ ଶୋଭାଯାତ୍ରା କରିଥିଲେ । ତା'ପରେ ଅତିଥି ମାନଙ୍କୁ ଏକ
Read More...

ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ଫିତା କାଟିଥିଲେ ।
Read More...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବେନ୍ଦ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧଲି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ବିଗତ ୮ ବର୍ଷ ଧରି ଏହି ପରି ନାମଯଜ୍ଞ ହୋଇଆସୁଛି । କଳସ ଯାତ୍ରାରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସମ୍ବଲପୁର-ବଲାଙ୍ଗିର ୨୬ ନଂ ଜାତୀୟ ରାଜପଥ ବୁଢୀ ପଦର ପଂଚାୟତ ହାଇସ୍କୁଲ ନିକଟରେ ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ମୁତାବକ ବାଇକ ଆରୋହି ସମ୍ବଲପୁର ପଟୁ ଲୋଇସିଂହା ଆଡକୁ ଯାଉଥିବା
Read More...

ଆଗଲପୁର ନଅଗାଁ(ଖ) ଗ୍ରାମରେ ସୀତା ବିବାହ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ନଅଗାଁ(ଖ) ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ସୀତା ବିବାହ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ର ଶିବ ଧନୁ ଭଗ୍ନକରି ମା' ଜାନକୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଗ୍ରାମର ଧୁବା ସାହୁ ନିଜେ ମିଥିଳା ନରେଶ ସାଜି ମା'
Read More...

ଖେଳ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୀତାରାମ ପଧାନଙ୍କୁ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଭାଗବତିଆ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି
Read More...