ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ପୃଥକ ବାସରେ ଥିବା କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ପାଇଁ ଜରୁରୀକାଳୀନ ଏମ୍ବୁଲାନ୍ସ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ପୃଥକ ବାସରେ ଥିବା କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ପାଇଁ ଜରୁରୀକାଳୀନ ଏମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ / ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ, ବଲାଙ୍ଗିରର ଗାଡ଼ି ଚାଳକଙ୍କ ଯୋଗାଯୋଗ ନଂ.୮୪୫୭୯୩୬୬୯୨ ଏବଂ ଗାଡ଼ି ନଂ.ଓଆର୍‌୦୨-ବିଜେ-୧୫୧୨(ରାତ୍ରି ସେବା ଉପଲବ୍ଧ) ବୋଲି କୁହାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ / ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ, ବଲାଙ୍ଗିରର ଗାଡ଼ିଚାଳକଙ୍କ ଯୋଗାଯୋଗ ନଂ. ୮୯୧୭୫୩୩୬୧୭ ଓ ଗାଡ଼ି ନଂ.ଓଆର୍‌୧୫-ପି-୦୨୨୬ ବୋଲି ସୂଚନା ଦିଆଯାଇଛି । ସେହିପରି ଏହି ଖବରରେ ପ୍ରଦତ୍ତ ଚିତ୍ରରେ ଜିଲ୍ଲାର ଚିକିତ୍ସା କେନ୍ଦ୍ରମାନଙ୍କ ଯୋଗାଯୋଗ ନମ୍ବର ସହ ଗାଡ଼ି ନମ୍ବର ଗୁଡ଼ିକ ପ୍ରଦାନ କରାଯାଇଥିବା ବେଳେ ଜନସାଧାରଣ ଏହି ସୂଚନା ଆଧାରରେ ଉପକୃତ ହୋଇପାରିବେ ବୋଲି ବିଶ୍ୱାସ କରାଯାଇଛି ।

Leave A Reply

Your email address will not be published.