ବରପାଲି : ବର୍ତ୍ତମାନ ବରପାଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ନ୍ତି କଳାକାର ଶ୍ରୀମନ ଲୁହା । ତାଙ୍କ ଦୁର୍ଦ୍ଦଶା ଖବର ପାଇବା ପରେ ପ୍ରତ୍ୟେକ ଦିନ ସବୁ ସମିଆରେ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟ ହସ୍ପିଟାଲରେ ରହି ତାଙ୍କ ଚିକିତ୍ସା କରାଉଛନ୍ତି । ଆଜି ବି କିଛି ଖାଇବା ସାମଗ୍ରୀ ଓ ଶୀତବସ୍ତ୍ର ତାଙ୍କୁ ଦିଆ ଯିବା ସଙ୍ଗେ ଜରୁରୀ ମେଡ଼ିସିନ୍ କିଣି ଦିଆଯାଇଛି । ତାଙ୍କ ସରକାରୀ ସହାୟତା ଲାଗି ସ୍ବର୍ଗତ୍ ସୁବଲ୍ ଦାଦାଙ୍କର ପୁଅ ସୈାରଭ ସାହୁ ନିଜେ ଚେଷ୍ଟା କରିଥିବା ହେତୁ ତାଙ୍କୁ ଆର୍ ହସ୍ପିଟାଲ୍କୁ ଆଣିଥିବା ଲାଗି ବହୁତ୍ ଧନ୍ୟବାଦ ଦିଆଯାଇଛି ।
Next Post