oom

ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ରଥଯାତ୍ରା ଉପରେ ଗୁରୁତ୍ୱାରୋପ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଦାୟିତ୍ୱ ଗ୍ରହଣ କରି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୂଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ଆଞ୍ଚଳିକ ସମେତ ଜାତୀୟ ସ୍ତରର ଆଧ୍ୟାତ୍ମିକ ଟିଭି ଚ୍ୟାନେଲଗୁଡିକରେ ଏହାର ସିଧାପ୍ରସାରଣ ପୂର୍ବକ ସାରା ଦେଶର ଶ୍ରଦ୍ଧାଳୁମାନଙ୍କୁ ଯେପରି ରଥଯାତ୍ରା ସମ୍ବନ୍ଧରେ ଅବଗତ କରାଯାଇପାରିବ ସେ ନେଇ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.