କେନ୍ଦ୍ର ସରକାର‌ଙ୍କ ବଡ ଘୋଷଣା : ରଂଜନ ଗୋଗୋଇଙ୍କୁ ମିଳିବ ଜେଡ-ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ : ଦେଶର ପୂର୍ବତନ ସିଜେଆଇ ବା ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କୁ ଜେଡ-ପ୍ଲସ୍ ସୁରକ୍ଷା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଭାରତ ସାରା ଯାତ୍ରା ସମୟରେ ସେମାନଙ୍କୁ ତାଙ୍କୁ ଏହି ସୁରକ୍ଷା ଦିଆଯିବ । ରଂଜନ ଗୋଗୋଇଙ୍କୁ ସୁରକ୍ଷା ଯୋଗାଇବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.