pr

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଘରେ ଲଗାଇଲେ ଜାତୀୟ ପତାକା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କର ପାଇକମାଲ ସ୍ଥିତ ବାସ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ସ୍ଵାଧୀନତାର ୭୫ ବର୍ଷ ଅବସରରେ ସମସ୍ତଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକାକୁ ଗର୍ବର ସହ ଉଡ଼େଇବା ପାଇଁ ଆହ୍ୱାନ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.