ମାଲିପାଲି ଛକରେ ସୁନ୍ଦରାକାଣ୍ଡ ପାରାୟଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ମାଲିପାଲି ଛକରେ ଆଜି ଏକ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବରକାନୀର କୁମୁଦିନୀ ତ୍ରିପାଠୀ ପୁରାଣ ପଠନ କରିଥିବା ବେଳେ କର୍ତାଭାବେ ସୁଶାନ୍ତ ସା, ଲକ୍ଷ୍ମୀ ସା ଓ ପୂଜକ ଭାବେ ଦ୍ବାରୁ ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ । ପ୍ରଶାନ୍ତ, ଉମାକାନ୍ତ, ସନ୍ତୋଷ ସା ପ୍ରମୁଖ ପାରାୟଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଦ୍ୟଯନ୍ତ୍ରରେ ମହାଦେବ ମେହେର, ନିପୁନ କପାଟ, ଡୁଲୁ ବଗର୍ତ୍ତି, ବଲରାମ ମଲ୍ଲିକ ସହଯୋଗ କରିଥିଲେ ।

Leave A Reply

Your email address will not be published.