ଘୁନସରରେ ତୁଳସୀ ରାମାୟଣ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସାହୁପଡ଼ା (ରୁଗୁଡିପଡ଼ା) ଠାରେ ସାତ ଦିନ ଧରି ଆୟୋଜିତ ହେଉଥିବା ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବେ ରମାକାନ୍ତ ପଣ୍ଡା ପୁରାଣ ପଠନ କରୁଥିବା ବେଳେ ଏଥିରେ ପୂଜାକର୍ତ୍ତା ଭାବେ ସୁରେଶ ସାହୁ ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ଗୋବର୍ଦ୍ଧନ ତ୍ରିପାଠୀ ପୂଜାର୍ଚ୍ଚନା କରୁଛନ୍ତି । ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି ।

Leave A Reply

Your email address will not be published.