pr

ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନ ଦିବସ ପାଳିତ

dr. purohit

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବିଧାନ ସୁରକ୍ଷା ମଂଚ ବରଗଡ଼ ପକ୍ଷରୁ ସମ୍ବିଧାନ ଦିବସ ପାଳିତ। ଗୁରୁବାର ସନ୍ଧ୍ୟାରେ ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନର ମୁଖବନ୍ଧ ପଠନ କରି ବିଭିନ୍ନ ଅନୁଛେଦ ବିଷୟରେ ଆଲୋଚନା କରାଗଲା । ଆବାହକ ପଵିତ୍ର ଦେହେରି, ମରିୟମ ବାର୍ଲା, ଅଲିମ ରିଜ଼ବି, ରମେଶ ମହାପାତ୍ର, ଚିତ୍ତ ରଂଜନ ମେହେର, ଗୁରୁଚରଣ ହରପଲ, ମମତା ବେହେରା, ସଂଜୀବନି ମଲ୍ଲିକ, ସ୍ୱାମୀ ଧ୍ୟାନ ଦୀପକ, ତ୍ରିନାଥ ନାଗ, ସିବାନନ୍ଦ ମଟାରୀ, ଦେବିକା, ସରଥୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.