ସଡକ ଦୁର୍ଘଟଣାରେ ଯୁବକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଉପରଝର-ମହଲାଇ ରାସ୍ତାର ନୂଆପାଲି ଛକ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଆରୋହୀ ମହଲାଇ ଗାଁର ରବି ବାଙ୍କ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହିତ ଥିବା ବିଭୀଷଣ ଭୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ବିଭୀଷଣଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

error: Content is protected !!