ବିକମ୍‌ ଥାର୍ଡ ସେମିଷ୍ଟାର୍‌ରେ ଜେଏସ୍‌ଏମ୍‌ କଲେଜ ଛାତ୍ରୀ ବଲାଙ୍ଗିରରେ ର‍୍ୟାଙ୍କ୍‌୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍‌ ଥାର୍ଡ ସେମିଷ୍ଟାରେ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜ ଛାତ୍ରୀ ମୋନା ଅଗ୍ରୱାଲ ଏସ୍‌ଜିପିଏ ୯.୦ ଆଣି ର‍୍ୟାଙ୍କ୍‌ ୧ରେ ବଲାଙ୍ଗିରରେ ରହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.