ଗଣେଶ ପୂଜା ମହା ସମାରୋହରେ ପାଳିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ଏମଇ ସ୍କୁଲର ପରିଷରରେ ବିଦ୍ୟାଦାତା ଶ୍ରୀ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ସହ ଉପବାସ କରି ପୂଜାର୍ଚ୍ଚନା କରଥିଲେ । ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗତ୍ତୀ ଠ ସ୍କୁଲର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.