oom

ଯାଦବ ଭବନରେ ରାଧାକୃଷ୍ଣ ମଣ୍ଡପ ଭିତ୍ତି ପ୍ରସ୍ତର ସ୍ଥାପନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜର ଯାଦବ ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାହାୟତାରେ ରାଧାକୃଷ୍ଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ, ୨୧ ନଂ.କାଉନସିଲର ଶତୃଘନ ବାଗ, ଯାଦବ ସମାଜର ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଉପଦେଷ୍ଟା ସତ୍ୟନାରାୟଣ ବାଗ, ଗୁଲାପ ବାଗ ଉପସ୍ଥିତିରେ ଶିଳାନ୍ୟାସ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ଏବଂ ଯାଦବ ସମାଜର ନିଜସ୍ୱ ପାଣ୍ଠିରୁ ନିର୍ମିତ ରାଧାକୃଷ୍ଣ ମଣ୍ଡପ । ଖରତମଲ ରାଉତ, ବସୁଦେବ ନାଗ, କିଶୋର ଜାଲ, ସଂଜିବ ବାଗ, ଆକୁଳ ବଗର୍ତ୍ତି, ବରୁଣ କୁମାର ହେର୍ଣ୍ଣା, ଦିଗାମ୍ବର ମାଝି, ପ୍ରଶାନ୍ତ ମହାକୁର, ଜୟଦେବ ଜାଲ, ଡମନ ବଗର୍ତ୍ତୀ, ବାଗଦଲ ମହାକୁର ଓ ଯାଦବ ମହିଳା ନେତ୍ରୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.