oom

ନବମ ଦିନରେ ପହଞ୍ଚିଲା ହେଲ୍ପଡେକ୍ସ୍ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନବମ ଦିନରେ ପହଞ୍ଚିଲା ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଖୋଲାଯାଇଥିବା ହେଲ୍ପଡେକ୍ସ କାର୍ଯ୍ୟକ୍ରମ ସୂଚାରୁ ରୂପେ ହୋଇଥିଲା । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ଼ା. ଲମ୍ବୋଦର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ କୃଷକ ମୋର୍ଚ୍ଚା ଶ୍ରୀ ମଦନ ପଟେଲ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ଆଇନଜୀବୀ ରାଜକିଶୋର ସାହୁ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ବରିଷ୍ଠ ନେତା ଶ୍ରୀ ସୁଶାନ୍ତ ନାଗ, ଜିଲ୍ଲା କୋଡିନେଟର କୃଷକ ମୋର୍ଚ୍ଚା ଯୋଗୀନ୍ଦ୍ର ଭୋଇ, ସତ୍ୟନାରାୟଣ ବେହେରା ମାଣ୍ଡୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ଯୁବ ମୋର୍ଚ୍ଚା ସଦସ୍ୟ ରୋଶନ ପାଣିଗ୍ରାହୀ, ବିକି ଅଗ୍ରୱାଲ, ଯୁବନେତା ଏମଡି ରାଜା, ସାଧାରଣ ସମ୍ପାଦକ ଇନ୍ଦ୍ରଜିତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.