ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ : ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ୩ ଜଣଙ୍କ ଦରମା ବନ୍ଦ

ପୁରୀ : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କରିଛନ୍ତି । ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ କରିଥିବା ବେଳେ, ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି । ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ବୋଲି ନୋଟିସ ଜାରି କରାଯାଇଛି ।

Leave A Reply

Your email address will not be published.