om academy

ଗଛରେ ପିଟିହେଲା ଟାଟା ମାକ୍ସିମୋ ଗାଡି

jsm

ମୟୁରଭ‌ଞ୍ଜ : ମୟୁରଭ‌ଞ୍ଜ ଜି‌ଲ୍ଲା ଶୁକ୍ରୁଳିରୁ କରଞ୍ଜିଆ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟାଟା ମାକ୍ସିମୋ ଗାଡି । ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । କରଞ୍ଜିଆ ମେଡିକାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଧିକ ତଦନ୍ତ କରୁଛି କରଞ୍ଜିଆ ପୋଲିସ ।

Leave A Reply

Your email address will not be published.