om academy

ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ନିର୍ମାଣ ନିମନ୍ତେ ଦାବୀ

jsm

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡପରା ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ନିର୍ମାଣ ଦାବୀ ହେଉଛି । ବିଭିନ୍ନ ଗାଁକୁ ଯିବା ପାଇଁ ଏ ଅଞ୍ଚଳର ଯାତ୍ରୀମାନେ ବସ୍‌ ପାଇଁ ଅପେକ୍ଷା କରିଥାନ୍ତି । ହେଲେ ବିଶ୍ରାମାଗାର ନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିଶ୍ରାମାଗାର ଟିଏ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.