ବଲାଙ୍ଗିର ଜିଲ୍ଲାରେ ଆଜି ୨ ପଜେଟିଭ୍‌ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣେ ବେଲପଡ଼ା ବ୍ଲକ୍‌ ପର୍ଲିମାଲ ଗ୍ରା.ପ.ର ଏବଂ ଅନ୍ୟ ଜଣେ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୯ର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ଏବେ ମାତ୍ର ୧୨୬ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସୂଚନାଯୋଗ୍ୟ ଯେ, ସମୁଦାୟ ୮୨୪୮ ଜଣ ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୦୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.