ଖର୍ଲିକାନି ସ୍ଥିତ ସେମ୍ଫୋର୍ଡ ଫ୍ୟୁଚରିଷ୍ଟିକସ୍ ସ୍କୁଲରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବିଭିନ୍ନ ସ୍ଥାନରେ ଗଛ ଗୁଡ଼ିକ କାଟି ଦେଉଛନ୍ତି ଲୋକମାନେ । ଯାହା ଫଳରେ ଏଥିପାଇଁ ଆଗକୁ ଭୟାବହ ପରିସ୍ଥିତି ଦେଖାଦେବାକୁ ଥିବା ବେଳେ ଜଳ ବାୟୁ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଲାଣି । ତେବେ ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଖର୍ଲିକାନି ସ୍ଥିତ ସେମ୍ଫୋର୍ଡ ଫ୍ୟୁଚରିଷ୍ଟିକସ୍ ସ୍କୁଲରେ ବୃକ୍ଷ ରୋପଣ କରାଯାଇଥିବା ଜଣାପଡ଼ିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.