oum

ସମ୍ବଲପୁରରେ ବିଜେପିର ଚକାଜାମ୍

jsm

ସମ୍ବଲପୁର : ଚାଷୀ ଓ ଧାନ ବିକ୍ରି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀରେ ପଶ୍ଚିମଓଡିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା, ସୋନପୁର, ଓ ବୌଦ୍ଧରେ ତିନି ଘଣ୍ଟା ଚକାଜାମ ଆନ୍ଦୋଳନ କରିଥିଲା ବିଜେପି । ତେବେ ଦିନ ୧୦ ଟାରୁ ୧ଟା ଯାଏଁ ସମ୍ବଲପୁର ଜିଲ୍ଲାର ୧୨ଟି ସ୍ଥାନରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିଥିଲେ ବିଜେପି କାର୍ୟ୍ୟକର୍ତ୍ତା ।

Leave A Reply

Your email address will not be published.