jayashree

ପୌରାଞ୍ଚଳ ବିଜେଡିର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲେ ଅର୍କେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଯୁବ ବିଜେଡ଼ିର ନୂତନ କାର୍ୟ୍ୟକର୍ତ୍ତାଙ୍କ ନାମ ଘୋଷଣା ପରେ ଆଜି ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ସମସ୍ତ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ ସଭାପତିତ୍ୱରେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସମସ୍ତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ବଲାଙ୍ଗିର ପୌରାଞ୍ଚଳର ଯୁବ ସଭାପତି ସୁଧାନିଧି ଦିପ୍, କାର୍ଯ୍ୟକାରୀ ସଭାପତି ସମୀର କୁମ୍ଭାର, ଆଇଟି ସଂଯୋଜକ ପ୍ରଦିପ ପରୁଆ, ଉପସଭାପତି ସୁବଲ ମହାକୁର, ବିରସେନ ସାହୁ, ସବିର ତାଣ୍ଡି, ପ୍ରଦିପ ପଧାନ, ଆଦିକାନ୍ତ କୁମ୍ଭାର, ସାଧାରଣ ସମ୍ପାଦକ ସୁଭ୍ରାନ୍‌ସୁ କଲେତ୍, ପ୍ରଭୁଦତ୍ତ ସିଂ ବରାଡ, ମନୋଜ ନାଏକ, ଯଜ୍ଞକର ସାନ୍ଦ୍ରିଆ, ବଣ୍ଟି ଚାନ୍ଦ, ପଞ୍ଚାନନ ଗଡୁଆ, ଉଦ୍ଧବ ପଟେଲ, ବିକାଶ ସା, ରଞ୍ଜନ ମେହେର, ସୁଭମ ସାହୁ, ସମ୍ପାଦକ ଅନିଲ ସ୍ୱାଇଁ, ପ୍ରଭାକାନ୍ତ ପ୍ରଧାନ, ରବି ଖମାରୀ, ରାମ ପ୍ରସାଦ ଆଚାରୀ, ମାସି ସରନ ତାଣ୍ଡି, ଏନ ଗେବ୍ରୀଆଲ ଜେମ୍ସ, ରଘୁ ବାଗ, ରଶ୍ମି ରଞ୍ଜନ ବାଗ, ଟି ସତ୍ୟ ପ୍ରକାଶ ରାଓ, ଯଦୁମଣି ସା, ପର୍ଯ୍ୟାୟ କ୍ରମେ ୨୧ ଗୋଟି ୱାର୍ଡର ସଭାପତି ଦିପକ ନାଏକ, ଆଶିଶ ମାଝି, ରୁପସାଗର ବାଗ, ବିରେନ ମିଶ୍ର, ସମିର ମିଶ୍ର, ପ୍ରଶାନ୍ତ କବାଟ, କୌଶିକ ବହିଦାର, ବାବୁ ସ୍ବାଇଁ, ସଚ୍ଚିଦାନନ୍ଦ ମହାନନ୍ଦ, କିଶୋର କୁମ୍ଭାର, ସମ୍ଭୁ ଚୋପଦାର, ସରୋଜ ସାହୁ, ଅଚ୍ୟୁତ କୁମାର ଚିରଗୁନ, ସୁନିଲ କରନ, ବଳରାମ ପରୁଆ, ଦୁର୍ଗା ପ୍ରସାଦ ତ୍ରିପାଠୀ, ଚକ୍ର କୁମ୍ଭାର, ଗଙ୍ଗା ଚାନ୍ଦ, ଶ୍ରବଣ ମାଝୀ, ସାନନ୍ଦ ସେଠୀ, ଲକ୍ଷ୍ମଣ ମିଶ୍ର ସେହିଭଳି ପର୍ଯ୍ୟାୟକ୍ରମେ ୱାର୍ଡ ଆଇଟି ସଂଯୋଜକ ଖୁସିରାମ ଦିପ୍, ଧନିରାମ ସାହୁ, ରୋନାଲ୍ଡ ନନ୍ଦ, ଅଶୋକ ଚନ୍ଦନ, ଅଭିଲାଶ ନନ୍ଦ, ମନରଞ୍ଜନ ସ୍ବାଇଁ, ସତିଶ କୁମାର ସ୍ବାଇଁ, ନିତେଶ ପୋଢ, ରାଜେନ୍ଦ୍ର ସେଠ, ସିତାରାମ କୁମ୍ଭାର, ଗୌରୀ ଶଙ୍କର ପଟେଲ, ମହେଶ ବଗର୍ତ୍ତୀ, ସୁନିଲ କୁମାର ଦୋରା, ଆଲୋକ ବାଗ, ପ୍ରଶାନ୍ତ କୁମାର ସାହୁ, ରମେଶ କୁମାର ସେଠ, ନିଶିକାନ୍ତ ପଧାନ, ରବିନ୍ଦ୍ର ବାଗ, ହେମ ସାଗର ରାଉତ୍, ବିନାୟକ ଆଚାର୍ଯ୍ୟ, ରାଜେନ୍ଦ୍ର ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ, ଓଡିଶା ମୋ ପରିବାର ସଂଯୋଜକ ସାଗର ସଂଗମ ଶତପଥୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ବାଗ, ସନ୍ତୋଷ ଦନ୍ତା, ବରିଷ୍ଠ ନେତୃ ମଣ୍ଡଳୀ ଶିବ ପ୍ରସାଦ ବେହେରା, ଅଶୋକ ମିଶ୍ର, ସଞ୍ଜିବ ମିଶ୍ର, ଲିପିଶ୍ରୀ ସାଏ, ନରହରି ରାଉତ, ମୁନା ଖାନ, ସମ୍ଭୁ ନାଗ, ଅଜିତ ସାହୁ, ରାଜିବ ଦାସ, ବିଭୁତି ଭୁଷଣ ମିଶ୍ର, ଅଶୋକ ତାଣ୍ଡି, ଗୋବିନ୍ଦ ଶତପଥୀ, ଜଗନ୍ନାଥ ତାଣ୍ଡି, ଶତୃଘନ ବାଗ, ସୁଧାନିଧି ଦିପ୍ ମଞ୍ଚାସୀନ ହୋଇଥିଲେ ।

Leave A Reply

Your email address will not be published.