ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣକୁ ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ୱାଗତ

ବଲାଙ୍ଗୀର , (କେପିଏନ୍‌ଏସ୍‌) : ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ସୁବିଧା । ରାଜ୍ୟ କ୍ୟାବିନେଟ ରେ ପାରିତ ହେଲା ପ୍ରସ୍ତାବ ଏହି ପ୍ରସ୍ତାବ କୁ ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ବାଗତ କରାଯାଇଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପ‌ଟ୍ଟନାୟକ‌ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏଥିରେ ଜିଲା ଛାତ୍ର ସଭାପତି ଗୁ‌ଞ୍ଜଖାନ୍‌, ସୁମନ ନ‌ନ୍ଦ, ଦୀପକ କୁମାର ପ‌ଣ୍ଡା, ସରୋଜ ଗହୀର ଓ ପ୍ରଦୀପ କୁମାର ପରୁଆ ପ୍ରମୁଖ ଛାତ୍ର ବିଜୁ ଜନତାଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.