oom

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ବରକାନୀ ଓ ଚକନିପଦର ଗ୍ରାମରେ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ବିଜେଡି ନେତା ରୂପେଶ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ଉପ ସଭାପତି ଉମାକାନ୍ତ ସାହୁ, ଗନ୍ଧର୍ଲା ପଂଚାୟତ ବିଜୁ ଯୁବ ବାହିନୀର ସଭାପତି ଭବାନୀ ଶଙ୍କର ନାଗ, ଆଦିବାସୀ ନେତା କୃପାସିନ୍ଧୁ ଭୋଇ, ଖରତ ମାଝୀ, ନେହେରୁ ମାଝୀ, ଗଣେଷ ମାଝୀ, ନବେ ମାଝୀ ପ୍ରମୁଖ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଂଟନ କରାଯାଇଛି । ଏହି ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ନିକଟରେ ପହଂଚି ସହାୟତାର ହାତ ବଢ଼ାଇ ଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

jittmm
Leave A Reply

Your email address will not be published.