ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ

ପୁରୀ : ଭଲେଣ୍ଟାଇନ ଡେ’ ବା ପ୍ରେମ ଦିବସ ଅବସରରେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳାରେ ପ୍ରର୍ଦଶନ କରି ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ଦେଶକୁ ଭଲ ପାଇବା ପାଇଁ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.