oom

ଗାଁ ଗାଁ ରେ ଅସହାୟ ଲୋକଙ୍କର୍ ପାଖ୍ କେ ପହଁଚୁଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍

jsmm

ସୁ‌ନ୍ଦରଗଡ, (କେପିଏନ୍‌ଏସ୍‌) : ଗାଁ ଗାଁ ରେ ଅସହାୟ ଲୋକଙ୍କର୍ ପାଖ୍ କେ ପହଁଚୁଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ । ଠିକ୍ ଇନ୍ତା ସୁନ୍ଦରଗଡ଼୍ ଜିଲ୍ଲା ହେମଗିର୍ ବ୍ଲକ୍ ଟପରିଆ ଗାଁ ର ଭୋଗ ସିଂ ସିଦର (୭୦ ବର୍ଷ) ନାମକ ଜଣେ ଅସହାୟ ବୃଦ୍ଧ ଏକଲା ଦିନ୍ କାଟୁଛନ୍ ଇତାର୍ ବାରଣ୍ଡା ସେତର ବାରଣ୍ଡା ରେ। ନା ଅଛେ ରହେବାର୍ ଲାଗି ଘର୍ ନା ତାକର୍ ନିଜର୍ ବଲି କିଏ ଅଛନ୍। ଗାଁ ନୁ ମାଗି ଯାଚି କରି ଯାହା ଖାଉଛନ୍। ରବିନ ବାଇଗ (ସରପଞ୍ଚ୍) ନୁ ଖବର୍ ପାଏଲା ପରେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ପହଁଚି କରି ପ୍ରାଥମିକ୍ ସ୍ତର୍ ରେ କିଛି ଖାଏବାର୍ ଆର୍ ଉଢ଼ବାର୍ ଲାଗି କମ୍ବଲ୍ ଖଣ୍ଡେ ଦେଇଛନ୍। ବହୁତ୍ ଜଲଦି ତାଙ୍କୁ ବୃଦ୍ଧାଶ୍ରମ୍ ନିଆ ହେବା ।

jittmm
Leave A Reply

Your email address will not be published.