ୟୁକ୍ରେନ୍‌ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ । ରୁଷ୍‌ର ଏହି ଆକ୍ରମଣ ବର୍ବରତା ପୂର୍ଣ୍ଣ ବୋଲି ସେ କହିଛନ୍ତି । ରୁଷ୍‌ର ଏହି ଅମାନସିକ ଆକ୍ରମଣ ସାରା ବିଶ୍ୱରେ ରୁଷ୍‌ର ପ୍ରତିଛବିକୁ ମଳିନ କରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.