ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ଅଜ୍ଞାତ ସୈନିକଙ୍କ ସମାଧି’ ମସ୍କୋର କ୍ରେମଲିନ୍ କାନ୍ଥରେ ଅବସ୍ଥିତ ଏକ ଯୁଦ୍ଧ ସ୍ମାରକ ଅଟେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ସୋଭିଏତ୍ ସୈନିକମାନଙ୍କ ପାଇଁ ଏହା ଉତ୍ସର୍ଗୀକୃତ ।

Leave A Reply

Your email address will not be published.