ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ । ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍‌ ସେସନ-୨ ପରୀକ୍ଷା ହେବ । ଜେଇଇ ମେନ୍‌ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ରେ ଶେଷ ହୋଇଛି । କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ହେବେ ତାହା ଜେଇଇ ମେନ୍‌ ରେଜଲ୍ଟ ନିଷ୍ପତ୍ତି ନେବ ।

Leave A Reply

Your email address will not be published.