jayashree

ୟୁକ୍ରେନ୍‌ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ କନ୍‌ଫରେନ୍ସ

ନୂଆଦିଲ୍ଲୀ : ୟୁକ୍ରେନ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ତୁରନ୍ତ ସାମରିକ କାର୍ଯ୍ୟକଳାପ ରୋକିବା ପାଇଁ ନାଟୋ ପକ୍ଷରୁ ରୁଷ୍‌କୁ କୁହାଯାଇଥିବା ବେଳେ ରୁଷ୍‌ର ଯୁଦ୍ଧଖୋର ମାନସିକତାକୁ ନିନ୍ଦା କରାଯାଇଛି । ରୁଷ୍‌ର ଦୁର୍ଗୁଣ ସାରା ବିଶ୍ୱ ଦେଖୁଛି ବୋଲି ନାଟୋ ରୁଷ୍‌କୁ କହିଛି । ତୁରନ୍ତ ଯୁଦ୍ଧ ରୋକିବା ପାଇଁ ରୁଷ୍‌କୁ କହିଛି ନାଟୋ ।

Leave A Reply

Your email address will not be published.